ସାଇବର ନିରାପତ୍ତା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଂଟା ଭିଡିଲା ନବରଙ୍ଗପୁର ପୋଲିସ
ନବରଙ୍ଗପୁର ଜିଲ୍ଲା ପୋଲିସ ଅଧିକ୍ଷାଙ୍କ ସାଇବର କ୍ରାଇମ ସମ୍ପର୍କିତ ପ୍ରେସ ମିଟ
ନବରଙ୍ଗପୁର/ ଅଶୋକ ସାହୁ: ସାଇବର ଠକଙ୍କ ବିରୋଧରେ ଦୃଡ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରେବି ଦେଶରେ ସାଇବର ଅପରାଧର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି.ଏହାର ଅନ୍ୟତମ ପ୍ରମୁଖ କାରଣ ହେଲା…