ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ରାଇଘର ବନବିଭାଗ
ଉମରକୋଟ/ଜିତେନ୍ଦ୍ର ମହାନ୍ତି: ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ କୁ ମିଳିଛି ବଡ଼ ସଫଳତା । ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ର ଏକ ଟିମ୍ ଚାଲାଣକାରି କୁ ଧରିବାରେ ସଫଳ ହୋଇଛି । ଏକ ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ ଚୋରା ଚାଲାଣରେ ସଂପୃକ୍ତ ଜଣଙ୍କୁ…