ଅନୁଭବ ଓ ଅଧ୍ୟୟନ ନଥିଲେ ଭଲ ପ୍ରବନ୍ଧ ଲେଖିହେବ ନାହିଁ : ଦାସ ବେନହୁର
ଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନ ସମାରୋହ
ରାଉରକେଲା, (ବସନ୍ତ କୁମାର ଜେନା): ସମସ୍ତେ ପାହାଚ ନଥାଇ ମନ୍ଦିର ତିଆରି କରିବାରେ ବ୍ୟସ୍ତ।ପିଲାମାନଙ୍କୁ ପାହାଚ ରୂପେ ସୃଷ୍ଟି କରାଯିବା ଦରକାର। ସେହିପରି ଅନୁଭବ ଓ ଅନୁଭୂତି ନଥିଲେ ପ୍ରବନ୍ଧ ଲେଖିହେବ ନାହିଁ ବୋଲି ମୁଖ୍ୟ…