ସିଆଇଏସସିଇ ଆଞ୍ଚଳିକ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ
ରାଉରକେଲା(ବସନ୍ତ କୁମାର ଜେନା) : କାଉନସିଲ ଅଫ୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ (ସିଆଇଏସସିଇ) ଦ୍ୱାରା ଆୟୋଜିତ ରିଜଓ ନାଲ ଦୌଡ଼କୁଦ ପ୍ରତିଯୋଗିତା ରାଉରକେଲା ସ୍ଥିତ ବିର୍ଶାମୁଣ୍ଡା ଏଥେଲେଟିକ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ଓଡ଼ିଶା ର ୮ ଟି ଜୋନରୁ ମୋଟ ୪୫୦ ଜଣ…