ନବନିଯୁକ୍ତ ଓଇଏସ୍ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର,୮ା୮: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଓଡି଼ଶା ଶିକ୍ଷା ସେବା(ଓଇଏସ୍) ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍ ଫିନାନ୍ସିଆଲ୍ ମ୍ୟାନେଜମେଣ୍ଟ ଠାରେ…

ନାବେଟ୍‍ କ୍ୟୁସିଆଇ ରାଙ୍କିଂ-୨୦୨୩: କିଟ୍‍ ପଲିଟେକ୍‍ନିକ ଲଗାତର ରାଜ୍ୟରେ ପ୍ରଥମ

ଭୁବନେଶ୍ୱର, ୮ ।୮: କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର…

ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

ପଦ୍ମପୁର :- ସ୍ଥାନୀୟ ବଡ଼ପଡ଼ା ଠାରେ ନୂଆପଡ଼ା କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ୪୦ ଗୋଟି ଦଳ କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଝାରସୁଗୁଡ଼ା ଦଳର ସମ୍ପଦ ଚୌହାନ ଓ…

ଡାକ୍ତରୀ ପାଠ୍ୟକ୍ରମରେ ଅଂଗଦାନ ଓ ବ୍ରେନ୍ ଡେଥ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ୱାରୋପ

ଭୁବନେଶ୍ୱର, ଅଗଷ୍ଟ ୦୮ : ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ ସଚେତନତା ସୃଷ୍ଟି କରପାରିଛି ବୋଲି କହିଛନ୍ତି ଓଡିଶାର…

ପଦ୍ମପୁର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ”…

ପଦ୍ମପୁର- ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ "ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ" ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ…

ମିଲେଟ ଶକ୍ତି କାଫେ ଉଦଘାଟିତ ।

ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୋନପୁର ବ୍ଲକ ଛକରେ ବ୍ଲକ ପକ୍ଷରୁ ଆଜି ଏକ ମିଲେଟ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ମଦର ଟେରେସା ବ୍ଲକ ଲେଭେଲ ଫେଡେରେସନ ଦ୍ୱାରା ପରିଚାଳିତ ଏହି ମିଲେଟ ଶକ୍ତି କାଫେ କୁ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନଙ୍କ କଳାବ୍ୟାଚ ପିନ୍ଧି ଧାରଣା

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଇକମାନଙ୍କ କଳାବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି।ରାଜ୍ୟ ନିଷ୍ଫଳ ଓଡିଶା ପଞ୍ଚାୟତ ନିର୍ବାହୀଅଧିକାରୀ ସଂଘର ଡାକରା କମ୍ରେ ସୋମବାର ବ୍ଲକର ୨୬ଟି ପଞ୍ଚାୟତର କାଯ୍ୟରତ ପିଇଓମାନେ କଳାବ୍ୟାଚ…

ଜିଲ୍ଲା ମୁଖ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ବାରା ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ ୧୯୨ ଗୋଟି…

ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ମାନ ଅନୁଷ୍ଠିତ…