ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମନୋରମା ହଲ୍ ଉଦ୍ଘାଟିତ
କଟକ/ଭୁବନେଶ୍ଵର: କଟକସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଆଜି ମନୋରମା ମହାପାତ୍ରଙ୍କ ସ୍ମାରକୀ ହଲ୍ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ…