ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଓ୍ୱାଲମୀରେ ପ୍ରଶିକ୍ଷଣ, ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବେ…

ଭୁବନେଶ୍ୱର,:ରାଜ୍ୟରେ ନବ ନିର୍ବାଚିତ ପାଣି ପଞ୍ଚାୟତଗୁଡିକର କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରତାପନଗରୀ ସ୍ଥିତ ୱାଲମୀ ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ…

ସମବାୟ ବିଭାଗର କୌଣସି ସଭା ସମତି ବା ଉତ୍ସବାଦିରେ ବୃକ୍ଷ ଚାରାରେ ଜଳଦାନ ସହିତ ଶୁଭାରମ୍ଭ କରାଯିବ

ଅବସର ଗ୍ରହଣ କରୁଥିବା ଜଣେ କର୍ମଚାରୀ ଚାରା ରୋପଣ କରିବେ ଭୁବନେଶ୍ୱର,୧୦.୮- ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟ ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର…

ସଞ୍ଜୀବ କୁମାର ଭୋଇଙ୍କ ‘ ମିଛ ଯାଦୁଗର’ ଲୋକାର୍ପିତ

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୫ କଲଚରାଲ ଏକାଡ଼େମୀ ଠାରେ ଗାଳ୍ପିକ ସଂଜୀବ କୁମାର ଭୋଇଙ୍କ ଗଳ୍ପ ପୁସ୍ତକ ' ମିଛ ଯାଦୁଗର 'ଲୋକାର୍ପିତ ହୋଇଯାଇଛି । ଏକାଡେମୀର ମାସିକ ସାହିତ୍ୟ ଆସର ଓ ଆଲୋଚନା ଚକ୍ର 'ଯୁଦ୍ଧ ପ୍ରତିବାଦୀ ସାହିତ୍ୟ ' ଶୀର୍ଷକ ସଂପର୍କରେ ଆଲୋଚନା କରି ଆଲୋଚକ…

ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି- 5T ଉପକ୍ରମରେ ମିଳିବ ମାଗଣା ପାଠ୍ୟପୁସ୍ତକ ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ  ଭୁବନେଶ୍ୱର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର…

ଟିବିଆଇ ପକ୍ଷରୁ ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ

ସାଲେଭଟା /ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ-: ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଟିବିଆଇ(ଟାଟା ବିଲଡିଂ ଇଣ୍ଡିଆ )ଆରମ୍ଭ କରିଛି ବିଦ୍ୟାଳୟ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ | ଗତ ତା 8/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ…

ଟିକିରି ସୋରିଷ ପଦର ଛକ ଠାରେ ଆଦିବାସୀ ଜାତି ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ ଥିବା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସରସ୍ବତୀ ମାଝି SDC ରାୟଗଡା ଚେରମନ୍ଏ ଅନୁଷୟା ମାଝି ସହ ବ୍ଳକ ଚେରମେନ କଣ୍ଠ…

ଆଜି ରାଇଘର ବ୍ଲଜ ପଞ୍ଚାୟତ ବିଶ୍ୱ ଆଦିବାସୀ ଦିବସ ପାଳନ

ରାଇଘର:-୦୯/୦୮.ପୁଷ୍ପାରାଣୀ ହରିଜନ ;ଆଜି ଦିନରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ନିଜ ର ହିକ ପାଇଁ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥାଏ । ଆଜି ସେହି ପରି ଭାବରେ ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ଗାଁ ଗୁଡ଼ିକରେ…

ଅତିରିକ୍ତ ଜିଲ୍ଲାପାଳ ଭାବେ ମହେଶ୍ଵର ନାୟକଙ୍କ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଶ୍ରୀ ମହେଶ୍ଵର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ନାୟକ ଏହା ପୂର୍ବରୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ…

ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ସୁନିଶ୍ଟିତ ହେବ ଜନଜାତି ମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,: ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ…

ବିଶ୍ଵ ଆଦିବାସୀ ଦିବସ ପାଳିତ

ପଦ୍ମପୁର :- ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ଟାଉନ ହଲରୁ ଉପଖଣ୍ଡ ଆାଦିବାସୀ ସଂଘ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ ଓ ନୃତ୍ୟ ସହିତ ସହର ପରିକ୍ରମା କରିବା ସହିତ ଗୋରୁ ବଜାର ପ୍ରାଙ୍ଗଣ ରେ ପହଁଞ୍ଚିଛି ଥିଲେ l ଏହି ସଭା ରେ…