ଦୀର୍ଘଦିନ ପରେ ଓଡ଼ଗାଁ ତହସିଲରେ ଯୋଗ ଦେଲେ ନୂତନ ତହସିଲଦାର
ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ଦୀର୍ଘଦିନର ପରେ ଓଡ଼ଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଡ. ମାନସ ରଞ୍ଜନ ଭୋଇ। ଫଳରେ ତହସିଲଦାର ପଦବୀ ପୁରଣ ନେଇ ଦୀର୍ଘ ଦିନ ଧରି ଲାଗିରହିଥିବା ଅସ୍ଥିରତାର ଅନ୍ତଘଟିଛି । ଡ. ଭୋଇ ଏଥି ପୂର୍ବରୁ କଟକ ତହସିଲଦାର ଭାବେ କାର୍ଯ୍ୟ…