ଘୁ. ଉଦୟଗିରି ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ କାର୍ଯ୍ୟାଦେଶ ବଣ୍ଟନ

ଘୁ. ଉଦୟଗିରି (ଅବନୀ କୁମାର ପ୍ରଧାନ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନଅନ୍ତର୍ଗତ କାର୍ଯ୍ୟାଦେଶବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ l

ଜୁନାଗଡ଼ /କଳାହାଣ୍ଡି ରୁ ଆଦିତ୍ୟ ପ୍ରସାଦ ମହାନ୍ତି :ଆଜି ଜୁନାଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର…

ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ ।

ରାୟଗଡ ରୁ ବୈକୁଣ୍ଠ ଦୁରିଆ -ରାଉଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି । ରାୟଗଡ ଜିଲ୍ଲା ସଦର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ଭାସ୍କର ରୋଇତ ଯୋଗଦେଇ ସମସ୍ତ…

ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଘେରାଉ l

https://youtu.be/UHr_PePA44s (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ମାହାଙ୍ଗା ବରିଷ୍ଟ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ନିଶ୍ଚିନ୍ତକୋଇଲି ବ୍ଲକ ଘେରାଉ କରାଯାଇଛି । ରାଜ୍ୟରେ ବିଭିନ୍ନ ବ୍ଲକ…

ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉ।

ଜୁନାଗଡ଼/କଳାହାଣ୍ଡି ରୁ ଆଦିତ୍ୟ ପ୍ରସାଦ ମହାନ୍ତି :ଭାରତୀୟ ଜାତୀୟ କଂଗ୍ରେସ ଓ ରାଜ୍ୟ ସଭାପତି ଙ୍କ ଆହ୍ଵାନ କ୍ରମେ ଓଡ଼ିଶାରେ ବିଭିନ୍ନ ବ୍ଲକରେ ହେଉଥିବା ଦୁର୍ନୀତି ଓ ବିଭିନ୍ନ ସମସ୍ୟାକୁ ନେଇ ସମଗ୍ର ଓଡ଼ିଶାରେ ଥିବା ବିଭିନ୍ନ ବ୍ଲକ, ସମ୍ବୁଖରେ କଂଗ୍ରେସ କର୍ମୀମାନେ ଘେରାଉ କରିଥିଲେ। ଏହି…

ନବରଙ୍ଗପୁରରେ ସଦଭାବନା ଦିବସ ପାଳିତ

 ନବରଙ୍ଗପୁର/ଅଶୋକ ସାହୁ; ନବରଙ୍ଗପୁର ଜିଳ୍ଲାପାଳ ଙ୍କ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା…

ବିଭିନ୍ନ ଦାବୀ ନେଇ ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ପକ୍ଷରୁ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ ସହ…

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଆଜି ଘୁ.ଉଦୟଗିରି ନଗର ଏବଂ ବ୍ଲକ କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଜରିଆରେ ୯ ଦଫା ଦାବୀ ନେଇ ଏକ ଦାବୀ ପତ୍ର ପ୍ରଦାନ…

ସାମାଜିକ ସେବା ପାଇଁ ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ସମ୍ମାନିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଡକ୍ଟର ଆଲୋକ କୁମାର ବୋଷ , ଗଜପତି ଜିଲ୍ଲା , ଓଡ଼ିଶା ମାନବ ଅଧିକାର ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ - ୨୦୨୩ ପାଇଁ ସମ୍ମାନିତ। ଇନଫ୍ଲୁଏନ୍ସ…

ଚିଲିକା ଓ ବାଣପୁର ବ୍ଲକରେ ଜାତୀୟ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ଓ ଦାବିପତ୍ର ପ୍ରଦାନ।

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର) ରାଜ୍ୟର ବିଭିନ୍ନ ବ୍ଲକ ଅଫିସ୍ ମାନଙ୍କରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଡାକରାରେ ଆଜି ବ୍ଲକ ଘେରାଉ କାର୍ଯ୍ୟକ୍ରମଅନୁଷ୍ଠିତ କରାଯାଇ ୯ଗୋଟି ପ୍ରସଙ୍ଗରେ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ଓଡ଼ିଶା…

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରାଲିରେ ବୁହା ହେଲେ ହିତାଧିକାରୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପରିଣତ ବୟସରେ ସାମନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଓଡ଼ିଶାରେ ନବୀନ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ହେଲେ ବାସ୍ତବରେ ଏଭଳି ଅନେକ ବୃଦ୍ଧା ରହିଛନ୍ତି ଯେଉଁମାନେ ଭତ୍ତା ନେବାରେବି ଅସମର୍ଥ ଅଛନ୍ତି। ହେଲେ…