ଲଗାଇଥିବା ଗଛର ଯତ୍ନ ନେବାର ସଂକଳ୍ପ ନେଲା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : ବର୍ଷା ଦିନ ଗଛ ଟିଏ ଲଗାଇବା ପାଇଁ ଅନୁକୂଳ ପରିବେଶ ହୋଇଥାଏ। ଏହି ସମୟ ରେ ବହୁତ ସ୍ଥାନ ରେ ବୃକ୍ଷ ରୋପଣ କରାଯାଇଥାଏ। ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ସାରିବା ପରେ ଏହାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ଅଟେ । କିନ୍ତୁ ଏହି ବାର୍ତ୍ତାକୁ କେହି…

ଏସସି /ଏସଟି ବିଭାଗର ଶାସନ ସଚିବଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର୍ ଶ୍ରୀମତି ରୂପା ରୋଶନ ସାହୁ ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ…

ଧର୍ମପ୍ରାଣା ମହିଳା କିରଣ ଦେବୀ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର- ଏଲ୍ ଏନ୍ କନଷ୍ଟ୍ରକସନ୍ସ ସତ୍ଵାଧିକାରୀ ସ୍ବର୍ଗତ ରୋସନ୍ ଲାଲ୍ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କ ୭୦ ବର୍ଷ ବୟସରେ ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୨ଘ ସମୟରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ପାର୍ଥିବ ଶରୀର କୁ ଭୁବନେଶ୍ବର ରୁ ପଦ୍ମପୁର…

ଇଞ୍ଜିନିୟର ସନ୍ତୋଷ ସିହ୍ନାଙ୍କ ପରଲୋକ l

ପଦ୍ମପୁର :- ସହରର ଜଣାଶୁଣା ସିହ୍ନା ପରିବାରର ଇଂ. ସନ୍ତୋଷ ସିହ୍ନା ଙ୍କ ୮୨ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ସ୍ଵର୍ଗତ ସିହ୍ନା ୧୯୬୦ ଦଶକରେ ତତ୍କାଳୀନ କେନ୍ଦୁଝର ଇଂଜିନିୟରିଂ ସ୍କୁଲରେ ମାଇନିଂ ପାଠପଢ଼ି ଓଡ଼ିଶାର ବିଭିନ୍ନ ମାଇନିଂ ସଂସ୍ଥାରେ ସଫଳତା ସହ କାର୍ଯ୍ୟ କରି…

ସର୍ବ ସାଧାରଣ ଶୌଚାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପଦ୍ମପୁର :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସର୍ବ ସାଧାରଣ ଶୌଚାଳୟ ନିର୍ମାଣ ପାଇଁ ମୁଖ୍ୟଅତିଥି ବିଧାୟିକା ବର୍ଷା ସିଂ ବରିହା ଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ସମ୍ମାନିତ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ,…

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଶୋକଵ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ତଥା ଗଞ୍ଜାମ ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ୭ଟା ୩୧ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ପରିବାର ସଦସ୍ୟଙ୍କ ସୂତ୍ରରୁ ହସ୍ତଗତ ହୋଇଛି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଓଡ଼ିଶା ବିଧାନସଭାର…

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ଦିଆଯିବ ପଟ୍ଟା

5T ସଚିବଙ୍କ ଜିଲ୍ଲାଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ . ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ସରକାର ଦେବେ ଜମିପଟ୍ଟା ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ, ମିଳିବ ପଟ୍ଟା ସୋରଡାରେ ଅକ୍ଟୋବର ପହିଲାରୁ ପଟ୍ଟା ବଣ୍ଟନ, ବର୍ଷ ବର୍ଷର…

ସୋଆରେ ଦୁଇ ଦିନିଆ ଜାତୀୟ ନର୍ସିଂ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର , ସେପ୍ଟେମ୍ବର ୦୨ : “ ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଆହ୍ୱାନକୁ ସଶକ୍ତ କରାଇବା” ଶୀର୍ଷକକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ଓ ଓଡ଼ିଶା ଶାଖା ଟ୍ରେନ୍ଡ ନର୍ସେସ  ଆସୋସିଏସନ୍ ଅଫ୍ ଇଣ୍ଡିଆ (ଟିଏନ୍ଏଆଇ)ର ମିଳିତ ସହଯୋଗରେ…

ଜିଲ୍ଲା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ ଇଂ କ୍ରିଷ୍ଣା

 ପାରଳାଖେମୁଣ୍ଡି, / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପରେ ଦେଶର ଜୟ ଜୟକାର କରୁଛି। ସବୁଆଡେ ଭାରତର ଏହି ଐତିହାସିକ ତଥା ସ୍ବଳ୍ପ ବିନିଯୋଗରେ ଉନ୍ନତଜ୍ଞାନ କୌଶଳର ବ୍ୟବହାରକୁ ସାରା ବିଶ୍ୱବାସୀ ଅଭିନନ୍ଦନ ଜଣାଉଛନ୍ତି। ଏହି ସଫଳତାରେ…