ଓଡ଼ିଶାକୁ କେନ୍ଦ୍ର ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାରୁ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରର ପର୍ଦ୍ଦାଫାଶ କରିବ…
ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ
ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ହେବ : ମନମୋହନ ସାମଲ
ଭୁବନେଶ୍ୱର,ତା.୦୩/୦୯: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି ।…