“ମୋ ସୁନା ଝିଅ” କାର୍ଯକ୍ରମର ଶୁଭ ଉଦଘାଟନ
ସୁବର୍ଣ୍ଣପୁର :ତା ୦୪/୧୨/୨୦୨୩-( ଆର୍ତ୍ତତ୍ରାଣ ମହାପାତ୍ର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସ୍ବାସ୍ଥ୍ୟ ପରିବାର ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅ କାର୍ଯକ୍ରମ କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଜିଲ୍ଲା ମାତୃ ଓ ଶିଶୁ ଚିକିତ୍ସାଳୟ…