ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୧୫.୦୯.୨୦୨୩/ସୁମନ୍ତ କୁମାର ଦାସ: ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ, ଜଅଁକୋଟି ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତିର ୫୦୦ ବୃକ୍ଷ…

ହିଞ୍ଜିଳିକାଟୁ ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନର ବନ୍ଧୁମିଳନ କାର୍ଯ୍ୟକ୍ରମ

  ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ରେ  ସମଳାଇ ମନ୍ଦିର ଠାରେ ହିଞ୍ଜିଳିକାଟୁ  ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନ ତତଫରୁ ସଭାପତି ଶ୍ରୀ ନବକଳେବର ପଣ୍ଡା ବା ଲିଲି ପଣ୍ଡା ଙ୍କ ପୌରହିତ୍ୟ ରେ ୫ତମ ବାର୍ଷିକ ଉତ୍ସବ ପାଳନ ହୋଇଥଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା…

ବୁଝିଲେନି ସରପଞ୍ଚ; କାଦୁଅ ରାସ୍ତା ସଫେଇ କଲେ ଯୁବକ ସଂଘ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-15/09,ବହୁଦିନ ଧରି ସରପଞ୍ଚଙ୍କ ଘର ସମ୍ମୁଖ କାଦୁଅ ପଚ୍ ପଚ୍ ହୋଇ ଶୋଚନୀୟ ହୋଇପଡ଼ିଥିଲା I ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ସରପଞ୍ଚ କେବଳ ତାଙ୍କ ଘର ସମ୍ମୁଖ ରାସ୍ତାକୁ ପେଭର୍ ପକାଇ ସଜାଡ଼ି ଦେଇଥିବା ବେଳେ ସାହି କଥା ଭୂଲି ଯାଇଥିଲେ I ଫଳରେ ସାହିରେ ପାଣି…

ଯାତ୍ରା କମିଟି ମହାସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ ଯାତ୍ରା କମିଟି ମହାସଂଘ ପକ୍ଷରୁ ଶ୍ୟାସୁନ୍ଦରପୁର ସ୍ଥିତ ଚଣ୍ଡିଆ ପ୍ୟାଲେସରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ସମସ୍ତ ୯ଟି ବ୍ଲକରୁ ଯାତ୍ରା କମିଟି ଗୁଡ଼ିକର ସଭାପତି ,ସମ୍ପାଦକ ଓ ସଭ୍ୟମାନେ…

ବିଦ୍ୟାଳୟ ରେ ଜାରି ରହିବ ପାଠପଢ଼ା ଏଵଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଜ୍ୟ ରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂକ୍ରାନ୍ତ ରେ…

ଚିଖିଲି ରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ରକ୍ତଦାନ ଶିବିର :. ୩୬ ୟୁନିଟ୍ ରକ୍ତ ସଂଗ୍ରହ

ଭଟଲି :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ଚିଖିଲି ଗ୍ରାମରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି…

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ

ରାୟଗଡ଼ ରୁ ବୈକୁଣ୍ଠ ଦୁରିଆ  : ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା କୃଷି…

”ମୋ ଦେଶ ମୋ ମାଟି” ପାଇଁ ଗଜପତିରୁ ମାଟି ସଂଗ୍ରହ

https://youtu.be/9UWS6lp7Qpg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାରେ ବିଜେପିର ରାଜ୍ୟ ସଭାପତି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା-ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜିଲ୍ଲା କୋର୍ଟ ସମ୍ମିଳନ କକ୍ଷଠାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ…

ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପଠାରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…