୧୮ ଓ ୪୯ ନମ୍ବର ଜାତୀୟ ରାଜପଥ ର ମିଶ୍ରଣ ସ୍ଥଳୀ ପାଲଟିଛି ମରଣ ଯନ୍ତା ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ତଥା ତିନି ରାଜ୍ୟର ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟ ର ଦ୍ଵିତୀୟ ସର୍ବ ବୃହତ ଶିକ୍ଷ୍ୟା ଅନୁଷ୍ଠାନ ଗଢି ଉଠିଛି ଝାଡପୋଖରିଆ ଠାରେ । ଏଠାରେ ଇଞ୍ଜିନୟରିଙ୍ଗ୍…

ରୋଗୀଙ୍କୁ ୫ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ , ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ ପୁରୀ: ଗତ ୧୬ ତାରିଖ ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସଉରିଆ ଗ୍ରାମରୁ ଜଣେ ଅଜଣା ରୋଗୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଖବର ମିଳିଥିଲା । ବ୍ୟକ୍ତି ଜଣଙ୍କ ବିଲରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ…

“ସ୍କ୍ରବ୍ ଟାଇଫସ୍ ” ରୁ କେମିତି ବଞ୍ଚିବେ : ଶୁଣନ୍ତୁ କଣ କହୁଛନ୍ତି ଯୁବ ଡାକ୍ତର ସୌରଭ ପାଣିଗ୍ରାହୀ

https://youtu.be/pp1neLuZ36E ପଦ୍ମପୁର : ବର୍ତ୍ତମାନ ପଶ୍ଚିମ ଓଡିଶାରେ କାୟା ବିସ୍ତାର କରିଥିବା "ସ୍କ୍ରବ୍ ଟାଇଫସ୍" ରେ ବର୍ତ୍ତମାନ ସୁଦ୍ଧା ବରଗଡ଼ ରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇ ସାରିଛି l କେମିତି ବଞ୍ଚିବେ "ସ୍କ୍ରବ୍ ଟାଇଫସ୍" ରୁ, ସେଥିପାଇଁ ଭିଡିଓ ମାଧ୍ୟମରେ ସଚେତନ କରୁଛନ୍ତି…

36ତମ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତା ଉଦଯାପିତ

ଜଗତସିଂହପୁର,ତା-୧୭.୦୯.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ 36ତମ କାଞ୍ଚନ ସ୍ମାରକୀ ରାଜ୍ୟ ସ୍ତରୀୟ ମହିଳା ହ୍ୟାଣ୍ତବଲ ପ୍ରତିଯୋଗିତାର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ,ଅର୍ଥନୀତିଜ୍ଞ ପ୍ରାଧ୍ୟାପକ ପ୍ରଦୀପ କୁମାର ଶତପଥୀ…

20 ଦଫା ଦାବି ନେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଙ୍ଘ ବୈଠକ.

ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଆଦର୍ଶ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ 20 ଦଫା ଦାବି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା. ଆଦର୍ଶ ବିଦ୍ୟାଳୟ ସଙ୍ଘ ଜିଲ୍ଲା ସଭାପତି ଶ୍ରୀରାମ ସାହୁ ସଭାପତିତ୍ୱ ରେ ଉପ ସଭାପତି…

ପରିବେଶ ଏବଂ ସମାଜର ସୁରକ୍ଷା ପାଇଁ ବିଶ୍ଵକର୍ମା ପୂଜା ଅବସରରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ 800 ରୁ ଅଧିକ ତାଳ ମଞ୍ଜି…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଆଜିର ସମାଜରେ "ବିଲୁପ୍ତ ଆମ ବାଡ଼ି ତାଳ ଗଛ" l ହଁ ଆଜ୍ଞା , ଚିନ୍ତା ଆଉ ନୈରାଶ୍ୟ ର ବିଷୟ ଏହିକି ଯେ ଆମ ବାଡ଼ି , ବିଲ, ନାଳ, ନଈ ପଠା, ଗାଁ ଗହିର ରେ ଆଉ ତାଳ ଗଛ ଦେଖିବାକୁ ମିଳୁନାହିଁ । ଦିନ ଥିଲା ଏହି ତାଳ ଗଛ ଆମ ଦୈନଦିନ ଜୀବନ ରେ ପ୍ରତେକ କାମ ରେ…

ଯୁବ ଭାରତ କୃଷକ ସଂଘ ଜିଲ୍ଲା ବୈଠକ ଅନୁଷ୍ଠିତ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  ସ୍ଥାନୀୟ ଇନ୍ଦ୍ରାବତୀ ସହର ଏନ. ଜି. ଓ. କ୍ଲବ ଠାରେ ଯୁବ ଭାରତ କୃଷକ ସଂଘ ଜିଲ୍ଲା ବୈଠକ ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକଙ୍କ ପୌରାହିଁତରେ ଅନୁଷ୍ଠିତ ହୋଇଯାଇଛି.|  ଏହି ଜିଲ୍ଲା ବୈଠକରେ ନବରଙ୍ଗପୁର ଜିଲ୍ଲାସଭାପତି ଭାବେ ଶ୍ରୀ ରମେଶ…

ଜିଲ୍ଲାଦାବୀ ଆନ୍ଦୋଳନର ପଦ୍ମପୁର ନଗର ବୈଠକ ଅନୁଷ୍ଠିତ

ପଦ୍ମପୁର: ସ୍ଥାନୀୟ ଟାଉନହଲରେ ଠାରେ ମନୋରଞ୍ଜନ ସିଂ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆସନ୍ତା ୨୪ ତାରିଖ ରବିବାର ଦିନ ଅଞ୍ଚଳବାସୀ ପଦ୍ମପୁର ଉପଖଣ୍ଡର ସମସ୍ତ ଜନସାଧାରଣ ଅନୁଷ୍ଠାନ ,କ୍ଳବ , ଓ ଯୁବ ସଂଗଠନକୁ ନେଇ ଏକ ଜିଲ୍ଲା ଅଗ୍ରଗତି ସମ୍ବନ୍ଧରେ ବୈଠକ ଅନୁଷ୍ଠିତ ହେବାପାଇଁ…

ଜିଲ୍ଲା ସ୍ତରୀୟ ନାବାଳିକା ମାନଙ୍କ ପାଇଁ କ୍ରିଡ଼ା ପ୍ରତିଯୋଗିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ମନୋନୀତ ହୋଇଥିବା କେବଳ ଛାତ୍ରୀ ପ୍ରତିଯୋଗୀ ମାନକୁ ନେଇ ଜିଲ୍ଲା ସ୍ତରୀୟ ଏକ କ୍ରିଡା ପ୍ରତିଯୋଗିତା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡ଼ିୟମଠାରେ…

ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ତାଲିମ୍ କେନ୍ଦ୍ରର ସଭାପତି ଦେବେଶ ଚନ୍ଦ୍ର ମହପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ…