ସମସ୍ତେ ମିଶି ପଦ୍ମପୁର କୁ ବିକାଶ ପଥରେ ଆଗେଇ ନେବା :- ବିଧାୟିକା ବର୍ଷା ସିଂ ବରିହା l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହାତ୍ମା ଗାନ୍ଧୀଜୀ ଙ୍କ ଜୟନ୍ତୀ ଠାରୁ , ବିଜୁ ଜନତା ଦଳ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ , ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃମଣ୍ଡଳୀ ପଦଯାତ୍ରା ଆରମ୍ଭ କରିଛନ୍ତି ।…