ସହିଦ୍ ପରିବାରକୁ ଭେଟିଲା ଉଦାହରଣ ଟିମ୍
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ର ସହିଦ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟିମ୍ ଶହୀଦ ପରିବାରଙ୍କୁ ମନେ ପକାଇବା ସହିତ ଶହିଦ ପରିବାରଙ୍କୁ ଲୋକଲୋଚନକୁ ଆଣିବା ଓ ତାଙ୍କର ସୁବିଧା ଅସୁବିଧାରେ ସହଯୋଗ କରିବା ଲକ୍ଷ୍ୟ ରଖିଥିବା ବେଳେ ଆଜି"ଉଦାହରଣ ଟ୍ରଷ୍ଟ" ପକ୍ଷରୁ ,…