ଜିଲ୍ଲା ସ୍ତରରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ଜଗତସିଂହପୁର,ତା-୧୧.୧୦.୨୦୨୩/ସୁମନ୍ତ କୁମାର ଦାସ:ଗତିଶୀଳତା ହିଁ ସଶକ୍ତିକରଣ' ର ମୂଳମନ୍ତ୍ର ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 'ମିଶନ ଶକ୍ତି ସ୍କୁଟର ଯୋଜନା'ର ଶୁଭାରମ୍ଭ କରିଛନ୍ତି।ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ଯରେ ଲୋକସେବା ଭବନ ର କନଫରେନ୍ସ ହଲ୍ ଠାରେ ଏହି…

ମିଶନ ଶକ୍ତି ସ୍କୁଟି ଯୋଜନାରେ ଜିଲ୍ଲାର ୭୭ଜଣକୁ ଦିଆଗଲା ଇ-ସ୍କୁଟି

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୧୧/୧୦-  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ମୁଖ୍ୟାଳୟ ରେ ଶୁଭାରମ୍ଭ କରାଯାଇଥିବା ମିଶନ ଶକ୍ତି ସ୍କୁଟର ଯୋଜନା ଅନ୍ତର୍ଗତ ରାୟଗଡା ଜିଲ୍ଲାରେ ୭୭ଜଣ ସ୍ୱୟଂ ସହାୟକ ମହିଳାଙ୍କୁ ଇ-ସ୍କୁଟି ପ୍ରଦାନ କରାଯାଇଛି l ଭରଚୁଆଲ…

ଘୁମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ ଶାନ୍ତିପୂର୍ଣ୍ଣ,

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଘୁମୁସର ଜିଲ୍ଲା ଦାବି ନେଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ସରକାରୀ,…

ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ଜିଲ୍ଲା ଶିକ୍ଷା ବିଭାଗ, ରାୟଗଡ଼ ପକ୍ଷରୁ ପାଳନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲାଶିକ୍ଷା ବିଭାଗ ତରଫରୁ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…

ସାରସକଣା ବ୍ଲକ ବିଜେଡି ପକ୍ଷରୁ ୫୫ ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା।

ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ରାଜ୍ୟ ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ସରକାରୀ ସେବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନା କରାଇବା ଲକ୍ଷ୍ୟ ରେ ପାଳିତ ହେଉଥିବା…

ଶିକାଛିଡାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗତ ମଙ୍ଗଳ ବାର ଦିନ ଗଣପତି କଳାପରିଷଦ ଦ୍ଵାରା ଆୟୋଜିତ ନୁଆଁଖାଇ ଭେଟଘାଟ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି l ପ୍ରଥମେ ଶିକାଛିଡା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଉପସ୍ଥିତ ଅତିଥିମାନଙ୍କୁ…

ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ପାଳିତ

 ଦୁଇ କର୍ମଯୋଗୀ ଥିଲେ ଯଥାକ୍ରମେ ସମତା ଓ ଉଦ୍ଦାମତାର ପ୍ରତୀକ: ଶ୍ରୀ ଅମର ପ୍ରସାଦ ଶତପଥୀ ଭୁବନେଶ୍ୱର: ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏଥିରେ…

ଆକସ୍ମିକ ଅଗ୍ନିକାଣ୍ଡ ରେ ୨ ଦୋକାନ ଭସ୍ମୀଭୂତ: ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ।

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସହରର ପୂରୁଣା ବସଷ୍ଟାଣ୍ଡ ନିକଟରେ ଗତ କାଲି ବିଳମ୍ବିତ ରାତ୍ରିରେ ଅଗ୍ନି କାଣ୍ଡ ଘଟି୨ ଟି ଦୋକାନ ପୋଡି ପାଉଁଶ ହୋଇଥିବା ଜଣାପଡିଛି। ବ୍ୟବସାୟୀ ସୁବୁଦ୍ଧି ସଂଜୀବା ଏବଂ ସୁବୁଦ୍ଧି ହାରି ଗୁପ୍ତା ଙ୍କ ଦୋକାନରେ ଏହି…

ଅଧାପନ୍ତରିଆ ପ୍ରକଳ୍ପ ସଂକ୍ରାନ୍ତରେ ମୁହଁ ଖୋଲୁ ନାହିଁ ବିଜେପି: ବିଜେଡି

 ମରଣ ଯନ୍ତା ପାଲଟିଛି କଟକ-ସମ୍ବଲପୁର ଜାତୀୟ ରାଜପଥ  ଫାଇଲରେ ରହିଗଲାଣି ଉପକୂଳ ରାଜପଥ ଓ ରିଙ୍ଗ ରୋଡ଼ ପ୍ରକଳ୍ପ  ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀ ସାଜିଛନ୍ତି ମୂକ ଦର୍ଶକ  ପାଟି ଫିଟାଉ ନାହାନ୍ତି ଭୁବନେଶ୍ୱର ସାଂସଦ  ରାଜରାସ୍ତାରେ ଆନେ୍ଦାଳନ ପାଇଁ…

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ ସୁଧ ଖର୍ଚ୍ଚ ସରକାର ବହନ କରିବେ ଆଜି ସ୍କୁଟର ପାଇଲେ ୧୫ ହଜାର ମା’ ମା’ମାନେ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…