ବିଞ୍ଚଣl ପଲ୍ଲୀ ପରିଷଦର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳିଅ ଖଣ୍ଡାୟତ ସମାଜ ନାଟଙ୍ଗା ମଣ୍ଡଳ ର ବିଞ୍ଚଣା ପଲ୍ଲୀ ପରିଷଦ ଠାରେ ଏକ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ନାଟଙ୍ଗା ମଣ୍ଡଳ ସଭାପତି…