ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ନୂତନ ବର୍ଷ ପାଳିଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପିତୃମାତୃହୀନ ଶିଶୁମାନଙ୍କ ମୂହଁରେ ହସ ଫୁଟାଇବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟାରତ ରହିଥିବା ବେଳେ ଆଜି (ସୋମବାର ଦିନ) ଏହି ଦିଗରେ ଅନନ୍ୟ ଉଦାହରଣ ପାଲଟିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ। ସୂଚନା…