ନାଟ୍ୟ ଜଗତର ମଉଡ଼ମଣୀ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜନ୍ମ ଜୟନ୍ତୀ ପାଳିତ

 ମାନବ ସମାଜର ନିଚ୍ଛକ ସ୍ୱରକୁ ନାଟକ ମାଧ୍ୟମରେ ଶାଣିତ କରିବାରେ ବୈଷ୍ଣବ ପାଣିଙ୍କ ଅବିସ୍ମରଣୀୟ ଅବଦାନ l  (ମାହାଙ୍ଗା-ଶାସକ ପ୍ରଶାସକ): ଓଡ଼ିଆ କଳା, ସାହିତ୍ୟ, ନାଟ୍ୟକାର ଜଗତର ଏନ୍ତୁଡ଼ିଶାଳ ମାହାଙ୍ଗା ବ୍ଲକ କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ 141 ତମ ଜୟନ୍ତୀ ଉତ୍ସବ ପବିତ୍ର କୁମାର…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ଓ ପଥତ୍ସବ…

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆଜି ସଦର ମହକୁମାରେ ପାଳିତ ହେଇଚି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମରେ ପଦଯାତ୍ରା ସହିତ ପଥୋତ୍ସବ କରାଯାଇଛି | ପଦଯାତ୍ରା କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା…

ଓଡ଼ଗାଁ ବ୍ଳକ ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା, ପଲ୍ଲୀରୁ ସହର ହୋଇଛି ଉତ୍ସବ ମୁଖର

ପୂଜା ମଣ୍ଡପ ବୁଲି ମାଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟକ ଅରୁଣ ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ମା' ଦୁର୍ଗାଙ୍କ ମେଲାଣି ସହିତ ଓଡ଼ଗାଁ ବ୍ଳକ ଅଞ୍ଚଳ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ଉଠିଛି ଉତ୍ସବ ମୁଖର । ଧନର ଅଧିଷ୍ଠାତ୍ରୀ ମା' ଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାବିଧି ସହକାରେ…

ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଆନୁକୂଲ୍ୟରେ ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ

ଭୁବନେଶ୍ୱର : ଆଶ୍ଵିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ, ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଦ୍ଵାରା, ୟୁନିଟ୍ ୩ ଠାରେ ପବିତ୍ର ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ ହୋଇଛି।ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ କାରଣରୁ, ଦିବା ୭ ଟାରୁ କଳସ ଯାତ୍ରା ଆରମ୍ଭ ହୋଇ ଦିନ ୧୧ ଟାରୁ ପୂଜା କାର୍ଯ୍ୟ…

ବେଲଗୁଣ୍ଠାରେ ଗଜ ଲକ୍ଷ୍ମୀ ପୂଜା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ସହରର ହାଟପଦା ଏବଂ ଜଗନ୍ନାଥପ୍ରସାଦ ରୋଡ଼୍ ଛକରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ହାଟପଦା ପୂଜା ମଣ୍ଡପରେ…

ବିଶ୍ୱ ଷ୍ଟ୍ରୋକ୍ ଦିବସ: ସନ୍ତୁଳିତ ଜୀବନଶୈଳୀ ଓ ସତର୍କତା ଷ୍ଟ୍ରୋକ୍‌ରୁ ରକ୍ଷା କରିପାରିବ-କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର,୨୮ । ୧୦: ସାମାନ୍ୟ ଅବହେଳା ବ୍ରେନ ଷ୍ଟ୍ରୋକ୍ (ମସ୍ତିଷ୍କାଘାତ) ବା କେବଳ ଷ୍ଟ୍ରୋକର କାରଣ ହୋଇପାରେ । ମସ୍ତିଷ୍କକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହେଲେ ମସ୍ତିଷ୍କାଘାତ ହୋଇଥାଏ । ରୋଗୀର ଜୀବନ ବଞ୍ଚାଇବା ପାଇଁ ଷ୍ଟ୍ରୋକ୍ ହେବାର ସାଢ଼େ ୪ଘଣ୍ଟା ମଧ୍ୟରେ ନିକଟସ୍ଥ ଡାକ୍ତରଖାନାକୁ…

ସୁବର୍ଣ୍ଣପୁର ରେ ଭୋଟର୍ ସଚେତନତା ଉପଲକ୍ଷେ ପଥ ଉତ୍ସବ ଓ ୱାକIଥନ ଅନୁଷ୍ଠିତ l

ସୁବର୍ଣ୍ଣପୁର , (ଆର୍ତ୍ତତ୍ରାଣ ମହାପାତ୍ର) : ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଧେଶ କ୍ରମେ ଏବେ ସମଗ୍ର ରାଜ୍ୟରେ ଭୋଟର ତାଲିକାରେ ନୂତନ ନାମ ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ଚାଲୁଅଛି l ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ସଚେଚନତା ପାଇଁ ସ୍ଥାନୀୟ ଝିଙ୍କି ଛକ…

ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ-୨୦୨୪…

ଭୁବନେଶ୍ୱର:ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଉର୍ଧ୍ଵ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଭୋଟ…

ଗୁଣୁପୁର ଠାରେ ପଥ ଉତ୍ସବ, ୱ।କ।ଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:28-10-2023ରିଖ ଦିନ ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 01-01-2024 ସୁଦ୍ଧା ଯେଉଁ ମାନଙ୍କ ବୟସ 18 ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ…

ଅସ୍ତରଙ୍ଗ ବେଳାଭୁମି ମହୋତ୍ସବର ପ୍ରଥମ ବୈଠକ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ  : ଚଳିତ ବର୍ଷ କାର୍ତ୍ତିକ  ପୂର୍ଣମୀ ତିଥିଲେ ଅସ୍ତରଙ୍ଗ ର ପିର ଯାହାନିଆ ବେଳାଭୂମି ରେ ଦୁଇ ଦିନ ଧରି ହେବାକୁ ଥିବା ଅସ୍ତରଙ୍ଗ ବେଳାଭୂମି ମହୋତ୍ସଵ ର ପ୍ରଥମ ବୈଠକ ଶନିବାର ଦିନ ନିକଟ କୈଲାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ବୈଠକ ରେ ବ୍ଲକ ଅଞ୍ଚଳ…