ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:16-01-2024ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚକ ଅଧିକାରୀ ଲଳିତ କୁମାର କହଁରଙ୍କ ଦ୍ୱାରା ଇଭିଏମ, ଭିଭିପ୍ୟାଟ ସଚେତନ ରଥର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ, ରାୟଗଡ ଜିଲ୍ଲାପାଳ ସ୍ୱଧାଦେଵ…