ସୁକିନ୍ଦାର ମହିଳା କାରିଗର ପ୍ରସ୍ତୁତ କରୁଛନ୍ତି, ଦୀପାବଳି ପାଇଁ ପରିବେଶ ଅନୁକୂଳ ଦୀପ ଏବଂ ଟେରାକୋଟା ସାମଗ୍ରୀ
ଟାଟାଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ ଦକ୍ଷତା ହାସଲ
କଳିଙ୍ଗନଗର, ୧୦ ନଭେମ୍ବର, ୨୦୨୩: ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ମହିଳା କାରିଗରମାନେ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଆଲୋକର ପର୍ବକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ…