ପ୍ରଜ୍ଞାନ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ଶିକ୍ଷକ ହରିଶ୍ଚନ୍ଦ୍ର ସାହୁ , ଅଭିମନ୍ୟୁ ପଣ୍ଡା ଓ ଯମୁନା ରାଇତ ବିଚାରକ ରୂପେ କାର୍ଯ୍ୟ ତୁଲାଇଥିବା ବେଳେ…

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ , ଗଜପତି ଶ୍ୟାଖା ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂଶିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ଵତୀ ଶିଶୁ…

ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜିର ଶିଶୁ କାଲିର ଭବିଷ୍ୟତ। ଆମେ ବର୍ତ୍ତମାନ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହିତ ସଂସ୍କାରମୂଳକ ଶିକ୍ଷା ଦେବା , ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା। ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି…

ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l

(ଭୁବନେଶ୍ୱର-ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିବା ସହିତ ଓଡ଼ିଶାର ଅଗ୍ରଗତି ଏବଂ ବିକାଶ ନିମନ୍ତେ ଆଲୋଚନା କରିଛନ୍ତି l ସୂଚନାଥାଉକି ଝାଡ଼ଖଣ୍ଡର ପୂର୍ବତନ…

ଦିଲ୍ଲୀ ଦେଖିଲା ଓଡ଼ିଆ ନୃତ୍ୟ ଓ ସଙ୍ଗୀତର ଝଲକ, ବିମୋହିତ ହେଲେ ଦର୍ଶକ

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ରାଜ୍ୟ ଦିବସ ପାଳିତ ନୂଆଦିଲ୍ଲୀ-୧୯.୧୧.୨୦୨୩: ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହିତ ଓଡ଼ିଶା…

କୁନି କୁନି ଛୁଆ ଙ୍କର ଗହଣରେ ସ୍ବର୍ଗତ ପିତାଙ୍କ ଜନ୍ମଦିନ ପାଳିଲେ ବିଧାୟିକା ବର୍ଷା

ବରଗଡ :- ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପାଞ୍ଚ ଥର ପଦ୍ମପୁର ଭଳି ଅନସଂରଖିତ ଆସନ ରୁ ବିଧାୟକ ହୋଇ ପଶ୍ଚିମ ଓଡିଶାର ମଟିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପରିଥିବା ଜଣେ ଅତି ସ୍ମରଣୀୟ ବ୍ୟକ୍ତି ହେଉଛନ୍ତି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁର ମାଟି ର ଏହି ସୁଯୋଗ୍ୟ…

କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା ସମ୍ପନ୍ନ

ଭୁବନେଶ୍ୱର,୧୯ ।୧୧: କିଟ୍‍ ବିଶ୍ୱବିଦ୍ୟାଳୟରେ ଉତ୍ତର ଭାରତର ଗଣପର୍ବ ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାର କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର ମୁଖ୍ୟ ଅତିଥି ଭାବେ…

ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ ଶେଷ

ଭୁବନେଶ୍ୱର, ୧୯ ।୧୧: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ରବିବାର ଭୁବନେଶ୍ୱରଠାରେ ଶେଷ ହୋଇଛି। କିଟ୍ କ୍ୟାମ୍ପସ୍‍ ୭ରେ ହୋଇଥିବା ଏହି ଅଡ଼ିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୪ ରୁ ୧୬ବର୍ଷ ବୟସର ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।…

ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଆରଡିସି

ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ଦ୍ୱାରା ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ସମ୍ବଲପୁର ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳେଇ । ମନ୍ଦିର କୁ ପହଁଚିବା ପରେ ମନ୍ଦିର ର ପରିସରରେ ନିର୍ମାଣ…

ବିଶ୍ୱସ୍ତରରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟାସ

 ଡିଏଲ୍ଏଫ୍ ଓ ବିଏଲ୍ଏଫ୍ ନେତାଙ୍କ ମିଶନ ଶକ୍ତି ପ୍ରତିନିଧି ଦଳ ଦୁବାଇ ଗସ୍ତରେ  ଓଡ଼ିଶାର ମହିଳା ଉଦ୍ୟୋଗୀମାନେ ହେବେ ବିଶ୍ଵସ୍ତରରେ ପରିଚିତ  ଶିଖିଲେ ବିଶ୍ଵସ୍ତରରେ ଜ୍ଞାନକୌଶଳ ଓ ଅଭିନବ ବ୍ୟବସାୟ ମଡେଲ ଭୁବନେଶ୍ୱର: ଓଡ଼ିଶାର ପରିବର୍ତ୍ତନ ସ୍ବରର ଏକ ପ୍ରମୁଖ ଦିଗ…