ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ରାଜ୍ୟ ଶ୍ରେଷ୍ଠ ସ୍ବେଛାକୃତ ରକ୍ତଦାନ ୟୁନିଟ ଭାବେ ପୁରସ୍କୃତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଗତ ୨୦୨୨-୨୩ ବର୍ଷରେ ସର୍ବାଧିକ ସ୍ବେଛାକୃତ ରକ୍ତଦାନ ଶିବରର ଆୟୋଜନ କରିଥିବାରୁ ଆଜି ଏହି ସେବା ଯୋଜନା ୟୁନିଟ କୁ ଶ୍ରେଷ୍ଠ ରକ୍ତଦାତା ୟୁନିଟ ଭାବେ ସମ୍ମାନିତ କରାଯାଇଛି। ଓଡ଼ିଶା…