୫ କୋଟି ଟଙ୍କାରେ ପୁନଃ ନିର୍ମାଣ ହେବ ଦୁତିକେଶ୍ୱର ମହାଦେବ ଓ ପାର୍ବତୀ ମନ୍ଦିର,ରୁପାନ୍ତରିକରଣରେ ଆକର୍ଷିତ ହେବେ…
ଓଡ଼ଗାଁ,୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଜାମୁପାଟଣା ମୌଜା ଶୂଳିଆ ପାହାଡ ପାଦଦେଶରେ ଅବସ୍ଥିତ ବାବା ଦୁତିକେଶ୍ୱର ମହାଦେବ ଓ ମା' ପାର୍ବତୀଙ୍କ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ନୟାଗଡ଼ ଜିଲ୍ଲାର ଅନ୍ୟତମ ପଶ୍ଚିମା ମୁଖି…