କ୍ଷୀପ୍ର ଗତିରେ ଆକାର ନେବାରେ ଲାଗିଛି ବିକାଶର ସେତୁ

ପୂରଣ ହେବାକୁ କୁ ଯାଉଛି ନିଳାଥର ବାସୀ ଙ୍କର ସ୍ୱପ୍ନ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୂଆପଡା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ବର୍ତ୍ତମାନ ଅଞ୍ଚଳର ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବରତୁଣ୍ଡା ଗ୍ରାମରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ରହିଛି କାଁସଡା…

ଦ୍ରୁତ ବିକାଶ ର ଏକ ବର୍ଷ: ପୂରଣ ହେବାକୁ ଯାଉଛି ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ଦାବୀ

ଯିଏ ଯାହା କହୁ ପଦ୍ମପୁର ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ  :- ବର୍ଷା ବରଗଡ :- ପଦ୍ମପୁର ଉପନିର୍ବାଚନ ଠିକ ଏକ ବର୍ଷ ବିତିଯାଇଛି । ଡିସେମ୍ବର ପାଞ୍ଚ 2022 ତାରିଖ ଦିନ , ହୋଇଥିଲା ପଦ୍ମପୁର ଉପନିର୍ବାଚନ । କାରଣ ଥିଲା ତତ୍କାଳୀନ ବିଧାୟିକ ଶ୍ରୀ ବିଜତ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ…

‘ମୋ ପୋଲିସ୍‌’ ବର୍ତମାନ ‘ବିଜେଡି ପୋଲିସ୍‌’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ

 ଯେଉଁଠି ପୋଲିସ୍ ନିଜେ ଭୟଭୀତ, ସେଇଠି ସାଧାରଣ ଜନତା କେତେ ଯେ ଭୟଭୀତ ହୋଇନଥିବେ ?\  ୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ?  ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ୍ ନିଜେ ଅଭିଯୋଗକାରୀ, ଆକ୍ରମଣରେ…

ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହ ଅବସରରେ ବାଇକ୍ ରାଲି ଆୟୋଜିତ

ଭୁବନେଶ୍ୱର : ବର୍ତମାନ ଜାରି ରହିଥିବା ଓଡିଶା ଜିରୋ ଫାଟାଲିଟି ୱିକ୍ ବା ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହର ଅଂଶ ଭାବେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଙ୍ଗ (ଡିଏମ୍‌ଇଟି) ପକ୍ଷରୁ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌) ସହ ସହଭାଗିତାରେ ଏକ ବାଇକ୍ ରାଲି…

ଦୁଇ ବିଧାୟକଙ୍କ ଉପସ୍ଥିତିରେ ସୁନାମୁହିଁରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମୋ ବିରୁଦ୍ଧରେ ଅପପ୍ରଚାର ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଥିବା ବେଳେ ନୟାଗଡ଼ବାସୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସୁଚାରୁରୂପେ ସମ୍ପାଦନ କରିବା ମୋର ଏକମାତ୍ର ଲକ୍ଷ୍ୟ : ଅରୁଣ ଓଡ଼ଗାଁ,୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସୁନାମୁଁହି କଲ୍ୟାଣମଣ୍ଡପ ତଥା ଚମ୍ପେଶ୍ବର…

ବିଧାୟକଙ୍କ ଦ୍ବାରା ବାହାଡାଝୋଲା-ସୁନାମୁହିଁ ରାସ୍ତାର ଶିଳାନ୍ୟାସ,

୧୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ହେବ ଉନ୍ନତି କରଣ କାର୍ଯ୍ୟ ଓଡ଼ଗାଁ, ୫।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ବାହାଡ଼ାଝୋଲା-ସୁନାମୁଁହି ରାସ୍ତାର ଉନ୍ନତୀକରଣ ନିମନ୍ତେ ମଙ୍ଗଳବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

• ନଭେମ୍ବର ମାସରେ ବିଭିନ୍ନ ବିଭାଗୀୟ କାର୍ଯ୍ୟରେ ଉଲ୍କେଖନୀୟ ସଫଳତା । • ଗତ ବର୍ଷ ତୁଳନାରେ ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ବିତ୍ତୀୟ ପ୍ରଦର୍ଶନରେ ଅଗ୍ରଗତି • କାର୍ଯ୍ୟ ସହ ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ…

ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ’ ନୂଆ-ଓ ‘ ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ୨୨.୧୨.୨୦୨୩ ରିଖରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 'ନୂଆ -ଓ ' ଯୁବ ମହୋତ୍ସବ। ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲପାଳ ଙ୍କ…

ଡିସେମ୍ବର ୭ ଜଗତସିଂହପୁର ବନ୍ଦ ସମର୍ଥନରେ ନାଉଗାଁରେ ପ୍ରଚାର

ଜଗତସିଂହପୁର ତା- ୦୫.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା, ପଲ୍ଲୀ ସ୍ଵାସ୍ଥ୍ୟ କେନ୍ଦ୍ର ଜଗତସିଂହପୁର ଜିଲ୍ଲାରୁ କଟକ ସ୍ଥାନାନ୍ତର ବନ୍ଦ କରିବା ଓ ଜଗତସିଂହପୁର ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ଶଯ୍ୟା ସଂଖ୍ୟା ୫୦୦ କୁ ବୃଦ୍ଧି କରିବା…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୁଣୁପୁରରେ ପହଞ୍ଚିଲା ଓଡ୍ରାଫ ଟିମ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ବାତ୍ୟା ମିଗ୍ ଜୋମ । ମିଗ୍ ଜୋମ ପ୍ରଭାବରେ ପାଗରେ ପରିବର୍ତନ ଘଟିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ପାଣି ପାଗ ବିଭାଗ ।…