ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭୟ କାହିଁକି : ଦିଲୀପ ମଲ୍ଲିକ

 ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି  ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ଭୁବନେଶ୍ୱର,: ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ନବୀନ ପଟ୍ଟନାୟକଙ୍କ ଶାସନରେ ରାଜନୀତିର ଅପରାଧିକରଣ ବଢ଼ି ଚାଲିଛି: ରଶ୍ମି ମହାପାତ୍ର

"ନାରୀ ନିର୍ଯ୍ୟାତନା ଏବଂ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ" ଭୁବନେଶ୍ୱର ତା. ୦୭.୧୨–ବିଗତ ଦିନମାନଙ୍କରେ ନାରୀ ନିର୍ଯ୍ୟାତନା ଏବଂ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ । ପ୍ରକାଶ ଥାଉକି ବେବିନା, କୁନ୍ଦୁଲି, ଟିକିରି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା

 ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମିଳିଛି ୭୯୫୬୫ଟି ଆବେଦନ ଭୁବନେଶ୍ୱର,୦୭/୧୨/୨୦୨୩: "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତିା ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛିା…

ଅଦିନିଆ ବର୍ଷା ସାଥିରେ ହାତୀଭୟ ଚାଷୀଙ୍କ ପାଇଁ କାଳ ସାଜିଛି,

ଓଡ଼ଗାଁ ସୀମାନ୍ତରେ ଘୁରିଲେଣି ୧୩ ଟିକିଆ ହାତୀପଲ ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର):ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇଦେଇଥିବା ବେଳେ ଏବେ ପୁଣି ହାତୀ ଭୟ ଚାଷୀଙ୍କ ଫସଲ ପାଇଁ ଯେପରି କାଳ ସାଜିଛି । କିଛି ମାସର ବ୍ୟବଧାନ ପରେ ପୁଣିଥରେ ହାତୀପଲ ଓଡ଼ଗାଁ ମୁହାଁ ହୋଇଛନ୍ତି। ବୁଧବାର…

ସଂସ୍କୃତ ମହାବିଦ୍ୟାଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ଗାଁ,୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଆନୁକୁଲ୍ୟରେ ଡିସେମ୍ବର ୨ତାରିଖରୁ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଚାଲୁ ରହିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି ।…

ଶରଣକୁଳ ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡର ରାୟ ପ୍ରକାଶ,

ବେଲରେ ଥିବା ୪ ଅପରାଧୀଙ୍କୁ ଆଜୀବନ ଜେଲ, ୧୦ ହଜାର ଜରିମାନା ଓଡ଼ଗାଁ ୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଡ଼ଦେଶ ହରିପୁରୁ ବିପ୍ର ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ରାୟ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ସାଥି, ପ୍ରତ୍ୟକ୍ଷଦର୍ଶୀ ଏବଂ ବୋମା ମାଡ଼ରେ…

ବିରିଡ଼ି ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ଜଗତସିଂହପୁର,ତା-୦୭.୧୨.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର ଆୟୋଜନ କରାଯାଉଅଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ବିରିଡ଼ି ବ୍ଳକ କାର୍ଯ୍ୟାଳୟ ଠାରେ ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ…

ଡିସେମ୍ବର ୧୨ରେ ପାଳିତ ହେବ ମହୋଦଧି ଦିବସ ଓ ମହୋଦଧି ସମ୍ମାନ

ପୁରୀ (ଅନିମେଶ ପଟ୍ଟନାୟକ): ଭୂଭାଗର ୭୦ ପ୍ରତିଶତ ହେଉଛି ଜଳ । ଏହାର ୯୬ ପ୍ରତିଶତ ହେଉଛି ସମୁଦ୍ର । ସମୁଦ୍ର ଓ ସାମୁଦ୍ରିକ ଜୀବନର ପ୍ରଭାବ ଗଭୀର ଭାବରେ ଜଳବାୟୁ ଉପରେ ରହିଛି । ସମୁଦ୍ର କିମ୍ବା ସାମୁଦ୍ରିକ ଜୀବନ କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ସୁଦ୍ଧା ସମସ୍ତେ ସଚେତନ ନୁହନ୍ତି।…

ସମନ୍ବିତ ଯୁବ ବିକାଶର ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁଭ ଉଦଘାଟନ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଯୁବ କ୍ରୀଡ଼ା ବିକାଶ ସଂସ୍ଥା ପକ୍ଷରୁ ସମନ୍ବିତ ଯୁବ ବିକାଶ ଯୋଜନାରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ…

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିରେ ଏକ ସପ୍ତାହବ୍ୟାପୀ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମ୍‍ଇଏମ୍‍ସି) ସପ୍ତାହ ୨୦୨୩ ନଭେମ୍ବର ୩୦ରୁ ୨୦୨୩…