ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି "ଚଇତି "- ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସlରକା ରାୟଗଡା/ସରୋଜ ସାହୁ : ବାଜିଲା ବିଗୁଲ "ଚଇତି"ର ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ବହୁଳ ରାୟଗଡା ଜିଲ୍ଲା | ଆଜି କଲ୍ୟାଣସିଂପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର…

ବିର୍ମାଲ ଉଚ୍ଚ ବିଦ୍ୟାଳୟ 1997 ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ: - ସ୍କୁଲ କିମ୍ବା କଲେଜ ରୁ ପାଠ ପଢା ସରିବା ପରେ ଅଧିକାଂଶ ସହପାଠୀ ନିଜର ଜୀବନ ଜୀବକ ପାଇଁ ଅଲଗା ଅଲଗା ହୋଇ କିଏ କେଉଁ ଜାଗାକୁ ଚାଲିଯାଏ ତାହା ଜାଣିବା କଷ୍ଟକର । ଯଦିଓ କିଛି ଅନ୍ତରଙ୍ଗ ବନ୍ଧୁ ନିଜ ନିଜ ଭିତରେ କିଛିଟା ସମ୍ପର୍କ ରଖିଥାନ୍ତି , କିନ୍ତୁ ଅଧିକାଂଶ ସମୟରେ ଓ ଜାଗାରେ…

ବିଧାୟିକା ଭାବରେ ଦାୟିତ୍ଵ ଗ୍ରହଣ ର ଏକ ବର୍ଷ :ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବର୍ଷା ସିଂ ବରିହା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ଗତ ୨୦୨୨ ମସିହା ଡିସେମ୍ବର ୫ ତାରିଖରେ ଉପ ନିର୍ବାଚନ ହୋଇ ୮ ତାରିଖ ରେ ଫଳାଫଳ ଘୋଷଣା ହୋଇଥିଲା ଏବଂ ଠିକ୍ ଆଜିର ଦିନରେ ଅର୍ଥାତ୍ ୧୧ ଡିସେମ୍ବର ରେ ବିଦ୍ଧିବଦ୍ଧ ଭାବରେ…

ଜିଲ୍ଲା ଓ୍ବେବ୍ ମିଡ଼ିଆ ସାମ୍ବାଦିକ ସଂଘର ଦ୍ଵିତୀୟ ବାର୍ଷିକୋତ୍ସବ, ଯୋଗ ଦେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢ଼େଙ୍କାନାଳ / ରବିନ୍ ଦାସ ; ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଦ୍ଵିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଗଡଜାତ ଭବନରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ଖଣି, ଇସ୍ପାତ ଓ…

ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି: ବିଜେଡି

 ଆୟକର ଚଢଉ ପ୍ରସଙ୍ଗରେ ଜାତୀୟ ସ୍ତରରେ ବିଜେପି ନିଶାଣରେ କଂଗ୍ରେସ  ଓଡିଶାରେ କଂଗ୍ରେସ ବିରୁଦ୍ଧରେ ରାଜ୍ୟ ବିଜେପିର ପାଟି ଖୋଲୁନି  ଅର୍ଦ୍ଧସତ୍ୟ କହି ଓଡିଶାକୁ ବଦନାମ କରିବାରେ ଲାଗିଛନ୍ତି ବିଜେପି ନେତା ଭୁବନେଶ୍ୱର, ୧୧/୧୨/୨୦୨୩: ଆୟକର ବିଭାଗର ଚଢାଉରୁ ୩୦୦…

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ର ଶୁଭାରମ୍ଭ: ଉଦ୍ଭାବନ, ସହଯୋଗ ଓ ଅଭିବୃଦ୍ଧିର ଏକ ୧୪ ଦିନିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଅଟଳ ଇନୋଭେସନ ମିଶନ, ନୀତି ଆୟୋଗର ଅତୁଟ ସହଯୋଗରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉସେନ ଏବଂ ସେବି ଦ୍ୱାରା ପଞ୍ଜୀକୃତ ପ୍ରାରମ୍ଭିକ ପର୍ଯ୍ୟାୟ ଭେଂଚର କ୍ୟାପିଟାଲ ଫ ଫ୍ଲୁଇଡ୍ ଭେଂଚର୍ସ ଏବଂ ଉତ୍କଳ ଚାମ୍ବର ଅଫ୍ କମର୍ସ ଆ ଇଷ୍ଟ୍ରି ଲିମିଟେଡ…

ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ – ରାଜ୍ୟପାଳ

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ "ଅକ୍ଷର'ର ସମାପନ ସମାରୋହ ଭୁବନେଶ୍ୱର(ତା.୧୦/୧୨)- ବହିର ବିକଳ୍ପ ନାହିଁ । ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ…

୭୫ତମ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ୱର: ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ ବୋଲି କହିଛନ୍ତି ପୂର୍ବତନ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀା ଆଜି ପୂର୍ବାହ୍ନରେ ତୋଷାଳୀ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ୭୫ତମ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଶ୍ରୀ…

ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହେଲେ ଉଭୟ ସାଧାରଣ ଓ ଭିନ୍ନକ୍ଷମ ପିଲା

ଭୁବନେଶ୍ୱର , ତା ୧୦/୧୨/୨୦୨୩ ରିଖ: ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରଶାସନିକ ସେବା ସଂଘ କାର୍ଯ୍ୟାଳୟ ଠାରେ ମହିଳା ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ରାଜ୍ୟସ୍ତରୀୟ ପ୍ରତିଯୋଗିତା…

ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ

ଆଦର୍ଶ ଶିକ୍ଷକଙ୍କ ଶିକ୍ଷକତା ଓ ଛାତ୍ର ଜୀବନର କଲେ ସ୍ମୃତି ଚାରଣ ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ…