ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗ ରେ ଆଲୋକିତ ହେଲା ବିରଵାଫଲା
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ ମୈତ୍ରୀ ଇଂଫ୍ରା ଅଧ୍ୟକ୍ଷ ଶ୍ରୀନିବାସ ରାଓ ଆଜି ଉକ୍ତ…