ଅରୁଣ ଷଡ଼ଙ୍ଗୀଙ୍କୁ କାମଚଳା ଡିଜି ଦାୟିତ୍ୱ
File Photo
ଭୁବନେଶ୍ୱର : ଓଡିଶା କ୍ୟାଡରର ଜଣେ ଦକ୍ଷ ଆଇପିଏସ ଅଫିସର ଭାବେ ଜଣାଶୁଣା ୧୯୯୦ ବ୍ୟାଚ୍ ର ଓଡ଼ିଆ ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଭାରପ୍ରାପ୍ତ ପୁଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନର ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଡିସେମ୍ବର ୩୧…