ଜମନକିରା ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଭାଜପା ପକ୍ଷରୁ ସିଡିଏମଓଙ୍କ ଠାରେ ଅଭିଯୋଗ

ଜମନକିରା,୩୦/୨୩:(ଲିପନ ନାଏକ ) ଜମନକିରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କୁ ଆୟୁଷ ଡା: ଦିବ୍ୟରଞ୍ଜନ ବେହେରା ନିରାମୟ ଔଷଧ ନ ଦେଇ ବାହାର ଦୋକାନରୁ ଔଷଧ କିନି ଆଣିବାକୁ କହୁଥିବା ନେଇ ସିଡିଏମଓଙ୍କ ନିକଟରେ ଗତକାଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ…

ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଘଟଣା: ଜମନକିରା ଆୟୁଷ ଡାକ୍ତର ଓ ଯୁବତୀଙ୍କ ବିରୋଧରେ ପାଲଟା ଅଭିଯୋଗ

ଜମନକିରା,୩୦/୨୩:(ଲିପନ ନାଏକ ) ଡାକ୍ତର ଓ ଷ୍ଟାଫନର୍ସଙ୍କ ନାଁରେ ଥାନାରେ ଏତଲା ଦେବା ଘଟଣାରେ ଗତକାଲି କାର୍ଯ୍ୟରତ ଷ୍ଟାଫନର୍ସ ସ୍ଥାନୀୟ ଆୟୁଷ ଡାକ୍ତର ଦିବ୍ୟରଞ୍ଜନ ବେହେରା ଓ ଶ୍ରୀ ବେହେରାଙ୍କ କ୍ଲିନିକରେ କାର୍ଯ୍ୟରତ ସଂପୃକ୍ତ ମହିଳାଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ…

ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା : ସାମାଜିକ ରୀତିନୀତି, ବ୍ୟବସ୍ଥା ଓ ବିଚାରବୋଧ ବାଞ୍ଝ ନାଟକର ସ୍ୱର

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବାଞ୍ଝ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ "ବାଞ୍ଝ"। ମାତୃତ୍ଵ କେବଳ…

ବେଲଗୁଣ୍ଠା ବଣିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବଣିକ ସଂଘର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ନିକଟସ୍ଥ ଜ୍ଞାନଦେବୀ ଉଦ୍ୟାନରେ ସଭାପତି ସି.ଏଚ ସନତ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଅର୍ଥ ମନ୍ତୀ ବିକ୍ରମ…

ଯାତ୍ରା ଦେଖି କାରରେ ଫେରୁଥିବା ବେଳେ ଅଘଟଣ, ଜଣେ ମୃତ ଦୁଇ ଜଣ ଆହତ

ଗାଇସିଲେଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମ ସ୍କୁଲ୍ ପଛ ପଟେ ଦୁଇଶହ ମିଟର ଦୂରତାରେ ଶୁକ୍ରବାର ବିଳମ୍ବିତ ରାତି ଆନୁମାନିକ ଏଗାର ଟା ତିରିଶ ମିନିଟ ପାଖାପାଖି ସମୟରେ ତିନି ଜଣ ଯୁବକ ଏକ କାରରେ ବଲାଙ୍ଗିର ଜିଲ୍ଲା ନଗାଁ (କ) ରୁ ଯାତ୍ରା ଦେଖି…

ପୁଷ୍ଟିଶସ୍ୟର ପ୍ରଚାରରେ ଅଗ୍ରଣୀ ଓଡ଼ିଶା

ଭୁବନେଶ୍ୱର: ପାରମ୍ପରିକ ଶସ୍ୟ ଭାବରେ ମିଲେଟ୍ସ ଆଫି୍ରକା ତଥା ଦକ୍ଷିଣ ଏସିଆ ଭଳି ବିଶ୍ୱର ବିଭିନ୍ନ ସ୍ଥାନରେ ଏକ ପ୍ରମୁଖ ଖାଦ୍ୟ ଭାବରେ ଆଦ୍ରୁତ ହୋଇଆସିଛି । ଭାରତରେ, ବିଶେଷକରି, ଓଡ଼ିଶାରେ ଏହାର ପୁଷ୍ଟିକର ସମ୍ଭାବନାକୁ ଅଧିକ ଦୃଢ଼ କରିବା ନିମନ୍ତେ ଏକ ମିଳିତ ପ୍ରୟାସ ଆରମ୍ଭ କରାଯାଇଛି ।…

‘ମୋ ସ୍କୁଲ୍‌’ର ୪୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

ଆସନ୍ତା ୩୧ ଜାନୁଆରୀରେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ଫେବ୍ରୁଆରୀ ୬ରୁ ୧୫ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ସାଧାରଣତନ୍ତ୍ର ଦିବସରେ ହାଇସ୍କୁଲ ରୂପାନ୍ତରଣର ଗାଥା ଗାଇବ ସ୍ବତନ୍ତ୍ର…

ଖାଦ୍ୟ ନିରାପତ୍ତା ଉପରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :  ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଅଧ୍ୟକ୍ଷତାରେ ଖାଦ୍ୟ ନିରାପତ୍ତା ଉପରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି (DLAC) ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସି ଡି ଏମ ଓ ଡ…

ସମ୍‌ରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ

ଭୁବନେଶ୍ୱର, ଡିସେମ୍ବର ୩୦: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର…

ନୃସିଂହନାଥ ପରିସର ନିକଟରୁ ଜବରଦଖଲ ଉଚ୍ଛେଦ

ବରଗଡ଼ : ନୃସିଂହନାଥ ପରିସର ନିକଟରୁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେଲା ଜବରଦଖଲରେ ଥିବା ସରକାରୀ ଜମିରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ନୃସିଂହନାଥ ମନ୍ଦିର ଚେକ୍ ଗେଟ ନିକଟରେ ପ୍ରାୟ ତିନି ଏକରରୁ ଉର୍ଦ୍ଧ୍ବ ଜମି…