ମୋଦିଙ୍କ ଆଦର୍ଶରୁ ମୁହଁ ଫେରାଇ ନବୀନଙ୍କ ଆଦର୍ଶରେ ପ୍ରଭାବିତ ହେଲେ ଇରାନୀ
ବିଜେଡ଼ିରେ ଯୋଗଦେଲେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ
ଭୁବନେଶ୍ୱର, ୨୪/୦୩/୨୦୨୪:ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ…