ମହାକାଳ ବେଶରେ ଝଲସିଲେ ବାବା ହଟ୍ଟକେଶ୍ୱର
ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା): ଏସିଆ ମହାଦେଶରେ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଲାଭ କରିଥିବା ସର୍ବ ପୁରାତନ ମନ୍ଦିର ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ପୀଠ ପରିସର ଏବେ ଚଳ ଚଞ୍ଚଳ ରହିଛି। ପ୍ରତ୍ୟହ ବାବା…