ଓଡ଼ଗାଁରେ ହନୁମାନ ଜୟନ୍ତି ପାଳିତ
ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ କ୍ଷେତ୍ରରେ ରବିବାର ଚୈତ୍ର ଶୁକ୍ଳ ଷଷ୍ଠୀ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଶ୍ରୀରଘୁନାଥ ଜିଉଙ୍କ ପୀଠ ମୁଖ୍ୟ ରାସ୍ତାର ପ୍ରାରମ୍ଭରେ ବିରାଜିତ ହନୁମାନଙ୍କ…