ପିଲାଙ୍କ ସାମଗ୍ରିକ ବିକାଶ ନିମନ୍ତେ କ୍ରୀଡ଼ା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଜରୁରୀ ଅଟେ

ମହିପୁର ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଇକୋ ରିଟ୍ରିଟ କୋଣାର୍କ ଠାରେ ସଫଳତାର ସହ ଶେଷ ହେଲା ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର: ତା.୦୯.୦୨.୨୦୨୪- ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାରର ଶେଷ ତଥା ତୃତୀୟ ଦିବସରେ ୫୫ ଜଣ ବିଦେଶୀ ଟୁର୍ ଅପରେଟର (ଏଫଟିଓ) ଓ ଓଡ଼ିଶାର ୫୦ରୁ ଅଧିକ ବିକ୍ରେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଆଲୋଚନା, ନେଟୱାର୍କିଂ ସୁଯୋଗ ଏବଂ ସମ୍ଭାବ୍ୟ ଯାତ୍ରୀଙ୍କ ନିକଟରେ ଏହି…

ଦୁଇ ଛାତ୍ର ଜେଲ ଗଲେ, ସମିତି ସଭ୍ୟ କଣ ଆଇନର ଊର୍ଧ୍ୱରେ

ସେକ୍ସ ରାକେଟ ଘଟଣାର ଅଭିଯୁକ୍ତ ଥିବା  ସମିତି ସଭ୍ୟ ଖୋଲା ଆକାଶ ତଳେ ବୁଲୁଛନ୍ତି: ପ୍ରଶାସନ ନିରବ ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଝାରପୋଖରିଆ ଷ୍ଟେଟ ବ୍ୟାଙ୍କ ପଛ ଦୁର୍ଗାପୂଜା କଲୋନି ବସ୍ତିରେ ଶୀର୍ଷା ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କ ଏକ…

ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତରେ ଶୋକଵ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତରେ ଶୋକଵ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ "…

ରାଣୀ ସୁଜ୍ଞାନୀ ଦେଵୀଙ୍କ ଦେହାନ୍ତ

ଭୁବନେଶ୍ୱର : ଜଣେ ସ୍ୱାଭିମାନୀ, ସ୍ପଷ୍ଟବାଦୀ ତଥା ଜନ ଦରଦୀ ଲୋକ ରାଜନେତ୍ରୀ ଭାବେ ଜଣାଶୁଣା ବିଧାୟିକା ଖଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ହୋଇଯାଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ ବିଶିଷ୍ଟ ରାଜନୀତିଜ୍ଞ ତଥା ଖଲ୍ଲିକୋଟର…

ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,

 ତେନ୍ତୁଳିଖୁଣ୍ଟି/ଅଶୋକ ସାହୁ, ଶାସକ ପ୍ରଶାସକ: ଓଡ଼ିଶା ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଏକ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ତେନ୍ତୁଳିଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ , ମତ୍ସ୍ୟ ଓ…

ସାଧାରଣ ନିର୍ବାଚନ – ୨୦୨୪ : ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

(ଶାସକ ପ୍ରଶାସକ )ଭବାନୀପାଟଣା ତା: ୦୯.୦୨.୨୦୨୪ :- ଗତ ତା: ୦୮.୦୨ ୨୦୨୪ ରିଖ ଦିନ ସ୍ଥାନୀୟ ଓସୱାନ ହଲ ଠାରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଆଗାମୀ ସାଧାରଣ ନିର୍ବାଚନ – 2024 ପାଇଁ ଜିଲ୍ଲାରେ ନିର୍ବାଚନ ନିୟୋଜିତ ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା…

ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିବନ୍ଧୁ ଶ୍ରୀ ମୀନକେତନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶ ଠିକ୍…

ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବା ଦିଗରେ ଅଭିନବ ପଦକ୍ଷେପ

ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ପରିବାରଙ୍କୁ ଝୋଟ ବ୍ୟାଗ୍ ପ୍ରଦାନ (ଶାସକ ପ୍ରଶାସକ )ଭବାନୀପାଟଣା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ମୋଟ ୪,୧୦,୦୬୬ ପରିବାରଙ୍କୁ ୨ ଟି ଲେଖାଏଁ ଝୋଟ ତିଆରି ବ୍ୟାଗ…

ମିଶନଶକ୍ତି ଗୋଷ୍ଠୀ ଦକ୍ଷତା ବିକାଶ ତାଲିମ ଶିବିର

ବେଲଗୁଣ୍ଠା- (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସରକାର ଙ୍କ ମୁକ୍ତା ଯୋଜନା ସମ୍ପର୍କୀୟ ମିଶନଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ପରିଷଦ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଚଳିତ ମାସ ତା…