ମାଲକାନଗିରିର ଆଞ୍ଚଳିକ ବିକାଶ ଓ ଆଦର୍ଶ ଗ୍ରାମ ଯୋଜନାର ସମୀକ୍ଷା କଲେ ବିଧାୟକ ନରସିଂହ ମାଡ଼କାମୀ
ପ୍ରକଳ୍ପସମୂହର ଯଥାର୍ଥ ରୂପାୟନ ଏବଂ ସରକାରୀ ଅର୍ଥର ସ୍ୱଚ୍ଛ ବିନିଯୋଗକୁ ପ୍ରାଥମିକତା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି!-->!-->!-->!-->!-->…