ରଙ୍ଗବତୀ ଦିନ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆସନ୍ତା ୧୭ /୦୩/୨୦୨୪ ଦିନ ହେବାକୁ ଥିବା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମଦିନକୁ "ରଙ୍ଗବତୀ ଦିନ୍ ରୂପେ" ପାଳନ କରିବାକୁ ସିର୍ଜିନା ସାହିତ୍ଯ ଓ ସାଂସ୍କୃତିକ ଅନୁଷ୍ଠାନ ପଦମ୍ପୁର୍ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଦିତ୍ୟ ରଥଙ୍କ ସଭାପତିତ୍ୱରେ…