ଜିଲ୍ଲା ସାମ୍ବାଦିକ ସଙ୍ଘ (ଓୟୁଜେ) ପକ୍ଷରୁ କଳାବ୍ୟାଜ ପିନ୍ଧି ନିରବ ପ୍ରତିବାଦ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ (ଓୟୁଜେ) ପକ୍ଷରୁ କଳା ବ୍ୟାଜ ପରିଧାନ କରି ନିରବ ପ୍ରତିବାଦ କରିଥିଲେ। ନିର୍ବାଚନ ପୂର୍ବରୁ ସରକାର ପଞ୍ଚାୟତ…

ଓଡ଼ଗାଁ ସାମ୍ୱାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ

ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ଉତ୍କଳ ସାମ୍ୱାଦିକ ସଂଘ ଆହ୍ୱାନରେ ଜିଲ୍ଲା ସାମ୍ୱାଦିକ ସଂଘ ନୟାଗଡ଼ ପକ୍ଷରୁ ଗୁରୁବାର ଠାରୁ ଜିଲ୍ଲା ବ୍ୟାପୀ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ କରି ନିରବ ପ୍ରତିବାଦ ଆରମ୍ଭ କରିଛନ୍ତି।ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଡାକରାରେ…

ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ

ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ ସମୁଦାୟ ୧୦୩.୨୧ ଏକର ଜମିରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ…

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ମାନଙ୍କ MACP ଓ PH.D ପାଇଁ ସରଳ…

100% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ଅନୁଦାନ ମିଳିବାର ପ୍ରଥମ ଦିନ କୁ ଭିତ୍ତି କରି MACP ସ୍ଥିର କରାଯିବ. Ph.D ଡିଗ୍ରୀ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ entry level ରେ ପ୍ରଯୁଜ୍ୟ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି (Advance Increment) ମିଳିବ.…

ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର…

କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର…

୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ

୧୮ତାରିଖ ଅପରାହ୍ନ ୧ ଟା ଠାରୁ ରାତି ୧୧.୪୫ ପର୍ଯ୍ୟନ୍ତ କରିହେବ ଆବେଦନ ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ…

ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ । ୨୪ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି : ତ୍ରିନାଥ ଗମାଙ୍ଗ ଭୁବନେଶ୍ୱର,ତା.୧୫/୦୩: ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛିା ଏହି ଉତ୍ସବରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, କଟକର ପୂର୍ବତନ ସଭାପତି ଶ୍ରୀ ଜଷ୍ଟିସ ଡି. ପି.…

୧୪ ବର୍ଷିୟ ବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ମୟୂରଭଞ୍ଜ: ଜଣେ ଥାଲାସେମିଆ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅନ୍ତର୍ଗତ ନାହାଡ଼ସୋଲି ଅଂଚଳର ଦେବରାଜ ମହାନ୍ତ(୧୪ବର୍ଷ) ନାମକ ଜଣେ ବାଳକ ଥାଲାସେମିଆ ରୋଗରେ ପୀଡ଼ିତ ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ…

ସରକାରୀ ସ୍ୱୀକୃତି ପ୍ରାପ୍ତ ସମାଜସେବୀ ଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ

କେନ୍ଦୁଝର :- ସମାଜରେ ନିରନ୍ତର ଭାବେ ସେବାକାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଉତ୍କୃଷ୍ଟତା ବଜାୟ ରଖି ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା କାମାକ୍ଷା ପ୍ରସାଦ ମାଝୀ, ଏନ ସନ୍ତୋଷ କୁମାର, କେଦାରନାଥ ସେନାପତି, ଏ ଆର ଖାନ, ରାମନାରାୟଣ ଦାଶ, ଝାସା ରଣା,ସମାଜସେବୀ ବୃନ୍ଦ…