ଅତାବିରା ଓ ଭଟଲିରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
"ଆଜିର ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି"
ବିରୋଧୀ ନିଜେ କାମ କରିବେନି କି କାହାକୁ କରାଇ ବି ଦେବେ ନାହିଁ,
ମିଛରେ ଆଖି ବନ୍ଦ କରି ଶୋଇଥିବା ଲୋକକୁ ଉଠାଇବ କିଏ?
୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେ ଗୋଟିଏ ପ୍ରତିଶ୍ରୁତି,
ଏମ୍.ଏସ୍.ପି ଦୁଇଗୁଣ…