ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ହାଇ ପରଫରମାନ୍ସ କଂପୁଟିଙ୍ଗ କ୍ଷେତ୍ରରେ ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ଓ ରବିସନ୍ସ…

ଭୁବନେଶ୍ୱର, ୧୭ ଜୁନ୍ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ କେନ୍ଦୁଝର ସ୍ଥିତ ଚାରିଟେବୁଲ୍ ଟ୍ରଷ୍ଟ ରବିସନ୍ସ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି, ବିଭିନ୍ନ କ୍ଷେତ୍ରରେ କୃତ୍ରିମ ଇଣ୍ଟେଲିଜେନ୍ସ, ହାଇ ପରଫରମାନ୍ସ…

ବାଲେଶ୍ଵର ଗୋଷ୍ଠୀ ଉତ୍ତେଜନା: ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିର୍ଦ୍ଦେଶ

ଶାନ୍ତି, ସୌହର୍ଦ୍ୟ ବଜାୟ ରଖିବା ପାଇଁ ନିବେଦନ ଭୁବନେଶ୍ୱର: ବାଲେଶ୍ଵର ରେ ଆଜି ଘଟିଥିବା ଗୋଷ୍ଠୀ ଗତ ଉତ୍ତେଜନା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।…

ସ୍କୁଲ ଖୋଲିବା ପ୍ରସଙ୍ଗ: ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର:  ପାଣିପାଗ ବିଭାଗ ସୂଚନା କୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ…

ଜାଗୃତି-II , ପାଟିକୋଟାରେ ରଜ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳନ ହେଉଥିବା ବେଳେ ସେଥିରୁ ବାଦ୍ ପଡିନଥିଲା ଜାଗୃତି-II , ପାଟିକୋଟା । ଯେଉଁ ଅନୁଷ୍ଠାନରେ ଅବହେଳିତ ମହିଳା ଏବଂ ଅବହେଳିତ ଶିଶୁ କନ୍ୟା ରୁହନ୍ତି। ଏହି ଅନୁଷ୍ଠାନ ରାଜ୍ୟ…

ରଜ ଉତ୍ସବରେ ଉତ୍କଳ ବାଳାଶ୍ରମରେ ପହଞ୍ଚିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଉତ୍କଳ ବାଳାଶ୍ରମ , ଶାଖା-ଗଜପତିରେ ଅଚାନକ ପହଞ୍ଚିବା ସହ ରଜ ଉତ୍ସବରେ ଚାଲିଥିବା ଶିଶୁ କନ୍ୟାଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରଜ…

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ…

ରଜ ଉପଲକ୍ଷେ କବାଡି ପ୍ରତିଯୋଗିତା ଅନୁଷ୍ଠିତ।

 ବାସୁଦେବପୁର - ରଜ ପର୍ବ ପାଳନ ବାସୁଦେବପୁର ରେ ବହୁ ସ୍ଥାନ ରେ ପାଳନ ହୋଇ ଯାଇଛି। ବିଭିନ୍ନ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଏଗାର ନମ୍ୱର୍ ୱାର୍ଡ ରେ ସ୍ଥାନୀୟ ରଜ ପଦା ଠାରେ ଜୟ ଜଗନ୍ନାଥ କ୍ଳବ୍ ପକ୍ଷ ରୁ ଦୁଇ ଦିନ ଧରି…

ମଣିଷପଣିଆ ଦେଖାଇଲେ ବିଧାୟକ ପ୍ରଦ୍ୟୁମ୍ନ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) : ଭଞ୍ଜନଗର ଅଞ୍ଚଳରେ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଯାନ ବାହନ ଦୁର୍ଘଟଣା। ସକାଳ, ସଂଧ୍ୟା,ମଧ୍ୟ ରାତ୍ର କେତେବେଳେ ଦୁର୍ଘଟଣା ଖବର ଆସି ପହଞ୍ଚି ଯାଏ ତାର କୌଣସି ଠିକ୍ ନଥାଏ। ଭଞ୍ଜନଗର ଚିକିତ୍ସାଳୟ ର କର୍ମକର୍ତ୍ତା ଏବଂ ଡାକ୍ତର ମାନେ ଯେତିକି ତତ୍ପର…

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବ ନିର୍ବାଚିତ ବିଧାୟକ ଭାଦବ ହାଁସଦା ।

ସାରସକଣାରୁ ଶ୍ରୀ ଦିପୁ ମହାପାତ୍ର ।: ଚଳିତ ନିର୍ବାଚନ ରେ ବିଜୟ ହାସଲ କରିଥିବା ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରଥମ କରି ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଳକ୍ ରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ରଜ ପର୍ବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ହେଉଥିବା…

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

ରାୟଗଡ଼ା: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ରାୟଗଡ଼ା ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ଠକରବାପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ବ୍ଳକ ସଭାନେତ୍ରୀ ଅମ୍ବିକା ନୀଳଗିରିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ…