ଜାପାନୀ ଏସ୍ସେଫାଲାଇଟସ୍, ଡିପଥେରିଆ ଓ ଜଣ୍ଡିସ ସ୍ଥିତି ସଂପର୍କରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳମାନଙ୍କ ସହ ସ୍ଥିତି ସମ୍ପର୍କରେ ଅବଗତ ହେଲେ ଜାପାନୀ ଏସ୍ସେଫାଲାଇଟସ୍ ନାଁରେ ଗୁଜବ ସୃଷ୍ଟିକାରୀ ଓ ଆତଙ୍କ ଖେଳାଉଥିବା ଅସାମାଜିକ ତତ୍ତ୍ୱଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର…

ବିଧାନସଭାଠାରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର:ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ଦରିଦ୍ର, ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ…

ବିଜ୍ଞାନ ଓ କାରିଗରୀ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା

ସାରା ରାଜ୍ୟରେ କାର୍ଯ୍ୟକ୍ରମ ସଂପ୍ରସାରଣ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପରାମର୍ଶ ଭୁବନେଶ୍ୱର:  ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗକୁ ଅଧିକ କି୍ରୟାଶୀଳ କରିବା ସହିତ କାର୍ଯ୍ୟକ୍ରମଗୁଡ଼ିକୁ ସଂପ୍ରସାରିତ କରିବା ଉପରେ ଗୁରତ୍ୱ ଦେଇଛନ୍ତି । ଆଜି…

ଦରଦାମ୍ ବୃଦ୍ଧି ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସମୀକ୍ଷା ବୈଠକ କରିଛନ୍ତିା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି.…

ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://youtu.be/8dtfyzhnD6w • ଓଡ଼ିଆ ଭାଷାରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଜୁଏଲ୍ ଓରାମ ମଧ୍ୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କଲେ • ଦୁଇ ଓଡ଼ିଆ ସାଂସଦଙ୍କ ସମେତ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇଲେ ଆଉ ଜଣେ ଓଡ଼ିଆ ତଥା କାମଚଳା ବାଚସ୍ପତି…

ଚତୁର୍ଦ୍ଧାବିଗ୍ରହ ନାରାୟଣ ଶ୍ରୀ ଅଲାରନାଥ: ଗୋଟିଏ ଦିନ ଦର୍ଶନରେ କୋଟି ପୂଣ୍ୟ ଅର୍ଜନ

ପୁରୀ/ଅନିମେଶ ପଟ୍ଟନାୟକ : ପୁରୀ ନିକଟ ବ୍ରହ୍ମଗିରିସ୍ଥ ବକୁଳବନ, କେତକୀବନ ବେଷ୍ଟନୀ ରେ ବିଦ୍ୟମାନ ପ୍ରଭୁ ଶ୍ରୀ ଅଲାରନାଥ |ଦେବସ୍ନାନ ପୂର୍ଣମୀ ରେ ସ୍ନାନବେଦୀ ରେ ସ୍ନାନ ପରେ ଶ୍ରୀଜୀଉ ଜ୍ଵର ରେ ପୀଡିତ ହୋର ଅଣସର ଘରେ ଅବସ୍ଥାନ କରୁଛନ୍ତି |ଏହି ସମୟରେ ଭକ୍ତ ଚକାଆଖି ଦର୍ଶନ କରି ନ ପାରି…

ଘୁ.ଉଦୟଗିରିର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କଲେ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ଘୁ.ଉଦୟଗିରି ଗସ୍ତରେ ଆସି ଥିଲେ l ଏହି ଗସ୍ତ ବେଳେ ନବନିର୍ବାଚିତ ବିଧାୟକ ସ୍ଥାନୀୟ ପିଡବ୍ଲୁଦି ବଙ୍ଗଳା ଠାରେ ଅଂଚଳର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ପ୍ରେସ…

ଗୁଣପୁର ରେ ଦେବସ୍ନାନ ନିତୀ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଦେବସ୍ନାନ ନିତି। ପ୍ରଥମେ ବଡ ଜଗନ୍ନାଥ ମନ୍ଦିର ପରେ ସାନ ଜଗନ୍ନାଥ ମନ୍ଦିର ରେ ସ୍ନାନ ନିତୀ କରାଯାଇଥିଲା। ବଡ ମନ୍ଦିର ରେ ବ୍ରାହ୍ମୁଣ ସାହି, ପୁରୁଣା ଗୁଣପୁର ଓ କଟିକା ସାହିର ସେବାୟତ ମାନଙ୍କ…

ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରୌପ୍ୟଜୟନ୍ତି ଉତ୍ସବରେ ଘୁ.ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରପ୍ୟାଜୟନ୍ତି ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ଦୁଗୁଡ଼ି ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…

ମାସ ମାସ ଧରି ନଳକୂପ ଅଚଳ ମରାମତି ପାଇଁ କହିଲେ କୁମ୍ଭ କର୍ଣ୍ଣ ନିଦ୍ରା

ଭବାନୀପାଟଣା(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗାଡେବନ୍ଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫତକାବାହାଲି ଗ୍ରାମ ରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର l ଗ୍ରୀଷ୍ମ ଯାଇ ବର୍ଷା ଆରମ୍ବ ହେଲା ହେଲେ ଏବେବି ଦୂର ହେଇନି ପାନୀୟ ଜଳ ସମସ୍ୟା ଯେଉଁଥି ପାଇଁ ଏକ କିଲୋମିଟର ଯାଇ ପୋଖରୀ ର…