ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ରଥ ଯାତ୍ରା ପାଇଁ ଆସିବାକୁ ନିମନ୍ତ୍ରଣ କଲେ
ପ୍ରଧାନ ମନ୍ତ୍ରୀଙ୍କୁ ଓଡ଼ିଶା ଗସ୍ତ କରିବାକୁ କଲେ ଅନୁରୋଧ
ଅର୍ଥ ମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ସହିତ ବିକଶିତ ଓଡିଶା ପାଇଁ ରୋଡ ମ୍ୟାପ ଉପରେ ଆଲୋଚନା…