ଟ୍ରକ୍ ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ରେ ଯୋଗ ଦେଲେ ବିଧାୟକ l

ପଦ୍ମପୁର :- ବିଜେପୁର ଏନ୍ ଏ ସି ଅନ୍ତର୍ଗତ ଏମ୍. ଗଣ୍ଡପାଲି ରେ ଟ୍ରକ୍ ଧକ୍କାରେ ଦୁରବିନ ସାହୁ ଙ୍କ ମୃତ୍ୟୁ ଘଟିଥିଲା l ଆଜି ତାଙ୍କ ଶୁଦ୍ଧିକ୍ରିୟା ଥିବାବେଳେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗଦେଇ ପରିବାର ବର୍ଗଙ୍କୁ ଭେଟିବା ସହିତ ସମବେଦନା ଜଣାଇଥିଲେ l

ଏକତ୍ର ରାଉରକେଲା ର ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ୨୫ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ନାଟ୍ୟ ଆଲୋଚନାଚକ୍ର ସେକ୍ଟର ୭ସ୍ଥିତ ମଧୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପରୀପ୍ରେକ୍ଷୀରେ ସ୍ବତନ୍ତ୍ର ନାଟ୍ୟ…

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ

ରାଉରକେଲା, (ବସନ୍ତ କୁମାର ଜେନା):ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍ ର କିଛି ପ୍ରକୃତି ପ୍ରେମୀ ସଦସ୍ୟ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ…

ଗଣତନ୍ତ୍ରର ହତ୍ୟା, ମାନବାଧିକାର କ୍ଷୁର୍ଣ୍ଣ, ଗଣମାଧ୍ୟମର କଣ୍ଠରୋଧ , ଅକଥନୀୟ ଅତ୍ୟାଚାର ଥିଲା ଜରୁରୀ କାଳୀନ…

ରାଉରକେଲା, (ବସନ୍ତ କୁମାର ଜେନା): ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩ ,ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ…

ରାସ୍ତା ନିର୍ମାଣରେ ଅନିୟମିତତା, ନିମ୍ନମାନର କାମ ଚାଲିଥିବା ଅଭିଯୋଗ: ତଦାରଖ କରୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ଭବାନୀପାଟଣା (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ଅଭିଯୋଗ…

ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ, ତ୍ରୟ ମାସିକ ବୈଠକ ଏବଂ ଶିଶୁ ଶ୍ରମିକ ନିରାକରଣ ତଥା ଶିଶୁ ସୁରକ୍ଷା ଗ୍ରାଣ୍ଟ…

ଜଗତସିଂହପୁର,ତା-୨୮.୦୬.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେଜିଲ୍ଲା ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ,ଶିଶୁ ଶ୍ରମିକ ନିରୋଧ ଟାସ୍କ ଫୋର୍ସ, ଜଏଣ୍ଟ ଆକ୍ସନ ପ୍ଳାନ ଅନ ପ୍ରିଭେନସନ ଅଫ ଡ୍ରଗ ଆଣ୍ଡ ସବଷ୍ଟାନସ ଆବ୍ୟୁଜ, ଅବୈଧ…

ଜନଗଣଙ୍କ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ତତ୍ପରତା ଜାରି

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ତା ୨୮/୦୬/୨୪ ରିଖରେ ରାଉରକେଲା ବାସୀଙ୍କ ଆଶୀର୍ବାଦ ପାଇ ଚତୁର୍ଥ ଥର ବିଧାୟକ ହେବାର ଦାଇତ୍ଵ ପାଇଥିବା ସାରଦା ପ୍ରସାଦ ନାୟକ,ନିଜ ନିର୍ବାଚନ କ୍ଷେତ୍ରର ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ, Tpwodl ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀ ସୁଶାନ୍ତ…

ସାମ୍ବାଦିକ ଚିନ୍ମୟୀ ସାହୁ ଓ ତାଙ୍କର କ୍ୟାମେରା ମ୍ୟାନ୍ ଙ୍କୁ କୁକୁର ପଠାଇ ଆକ୍ରମଣ କରିବା ପ୍ରତିବାଦରେ ଖଲିକୋଟ…

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):  ଗତ ଚାରିଦିନ ତଳେ ଭୁବନେଶ୍ଵର ର ସ୍ଥିତ କାର୍ଯ୍ୟରତମହିଳା ସାମ୍ବାଦିକା ଚିନ୍ମୟ ସାହୁ ଓ ତାଙ୍କର କ୍ୟାମେରା ମ୍ୟାନ୍ ଙ୍କୁ ଭୂଵନେଶ୍ଵର ସ୍ଥିତ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କର ବାସ ଭବନରେ କୁକୁର ପଠାଇ ଆକ୍ରମଣ କରିବା ଓ ମହିଳାଙ୍କ…

ରଥଯାତ୍ରା ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ

 "ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର" ପୁରୀ- ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି…

ଲୋକସଭା ବାଚସ୍ପତି ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ମାନଙ୍କ ସହଯୋଗ କାମନା କଲେ ମୂଖ୍ୟମନ୍ତ୍ରୀ ରଥ ଯାତ୍ରା ପାଇଁ ୩୧୫ ଟି ସ୍ଵତନ୍ତ୍ର ଟ୍ରେନ ର ବ୍ୟବସ୍ଥା ସହିତ ୧୫ ହଜାର ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ ନୂଆ ଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା ନୂଆ ଅଧ୍ୟାୟ ସୃଷ୍ଟି…