ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ; ୟୁଏସ୍‌ଏରେ ୧୪…

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…

ମୋ ବସ୍ ଯାତ୍ରୀଙ୍କ ପ୍ରତିକ୍ରିୟା ନେଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ା ମହାପାତ୍ର

ଭୁବନେଶ୍ୱର: ୩/୭: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର  ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି । ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ…

ବଦ୍ରିଗୁଡା ରେ ମାଁଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି, ନବରଙ୍ଗପୁର, ଶାସକ ପ୍ରଶାସକ ତା ୦୩/ ୦୭ : ଓଡିଶlର ମାନନୀୟା ଉପମୁଖ୍ଯମନ୍ତ୍ରୀ ଙ୍କ ଆହ୍ଵାନ ତଥା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ନନ୍ଦାହାଣ୍ଡି ତରଫରୁ ମାଁଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ…

କଂଗ୍ରେସ ଡଙ୍ଗାରେ ବିଜେଡି: ଦିଲୀପ ମଲ୍ଲିକ

 ବିଜେଡି ଓଡ଼ିଶାରେ ନିଜର ରାଜନୈତିକ ପ୍ରାସଙ୍ଗିକତା ହରାଇବସିଲାଣି  ବିଜେଡି ସରକାର ସମୟରେ ଚାଲିଥିବା “ଜବ୍ ଫର୍ ସ୍କାମ୍‌” ର‌୍ୟାକେଟ୍ ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ଯୁବତୀ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ହରାଇଥିଲେ ଭୁବନେଶ୍ୱର, ତା.୦୨/୦୭: ଆଜି ବିଜେଡିର ରାଜ୍ୟସଭା…

ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରଜତଜୟନ୍ତୀ ଉତ୍ସବ ଉଦ୍ଘାଟିତ ।

ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ – ରାଜ୍ୟପାଳ "କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କୃଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି ।" ଭୁବନେଶ୍ୱର- ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ…

ସଂସଦରେ ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ଗଜପତି ଭାଜପା ଯୁବମୋର୍ଚ୍ଚାର ବିରୋଧ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତକାଲି ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମତକୁ ନେଇ ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଥିବା ବେଳେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସ୍ଥାନୀୟ ଗଜପତି କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା…

ବେଲଗୁଣ୍ଠା ବ୍ଳକ୍ ରେ ସୋରଡ଼ା ବିଧାୟକଙ୍କ ବିଜୟ ଶୋଭାଯାତ୍ରା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସାଧାରଣ ନିର୍ବାଚନରେ ବିଜୟୀ ହେବାପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ବେଲଗୁଣ୍ଠା ବ୍ଳକ୍ ରେ ବିଜୟ ଶୋଭାଯାତ୍ରା କରିବା ଅବସରରେ ତାଙ୍କୁ ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି I ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍…

ବେଲଗୁଣ୍ଠା ବ୍ଳକ୍ ର ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଗୋବରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ୍ ଏବଂ ପାଲକଷଣ୍ଢା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀତାକାନ୍ତ ତ୍ରୀପାଠି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I…

କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ‌ଜେଏମ୍‌ ସ୍ପୋର୍ଟ୍ସ ଏକାଡେମି

ଭୁବନେଶ୍ବର : ସ୍ଥାନୀୟ ଜେଏମ୍‌ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବ‌ାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ କୁମାର…

କୃଷି ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ନୋଡାଲ ଅଧିକାରୀ…

ନୋଡାଲ ଅଧିକାରୀମାନଙ୍କୁ ପ୍ରମୁଖ ଶାସନ ସଚିବଙ୍କ ପତ୍ର ଭୁବନେଶ୍ୱର:କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ବିଭାଗର ନୋଡାଲ ଅଧିକାରୀ ବ୍ୟବସ୍ଥା ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ…