ନୀତି ଆୟୋଗ ସହଯୋଗରେ ବିକଶିତ ଓଡିଶା ପାଇଁ Vision Document ୨୦୩୬ ଏବଂ Vision Document ୨୦୪୭ ପ୍ରସ୍ତୁତ କରାଯିବ

ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସି.ଇ.ଓଙ୍କ ଆଲୋଚନା ୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବଙ୍କ ଅଧିନରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ ଭୁବନେଶ୍ୱର:…

ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ଵାକ୍ଷରକଲା…

 ୪୦୦୦ ଶ୍ରବଣବାଧିତ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସାଙ୍କେତିକ ଭାଷା ତାଲିମ୍  ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଗଠନ ହେବ ନୂଆ କ୍ୟାଡ଼ର୍ ଭୁବନେଶ୍ୱର: ଓଡ଼ିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ…

ନିବନ୍ଧନ ସେବାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର:ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ନିବନ୍ଧନ ସେବାଗୁଡ଼ିକ ସମ୍ପର୍କିତ…

କେରଳ ଭୂସ୍ଖଳନ ରେ ପୀଡିତ ଡାକ୍ତର ସ୍ୱାଧୀନ ପଣ୍ଡା ଙ୍କ ସନ୍ଧାନ ପାଇଁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ର ନିରନ୍ତର…

ଭୁବନେଶ୍ୱର, (୦୬ /୦୮) : କେରଳ ଭୂସ୍ଖଳନ ଘଟଣାରେ ପୀଡିତ ଡାକ୍ତର ସ୍ୱାଧୀନ ପଣ୍ଡା ଅଦ୍ୟାବିଧି ନିଖୋଜ ଅଛନ୍ତି। ତାଙ୍କର ଏଯାବତ୍‌ ସନ୍ଧାନ ମିଳିନଥିବାରୁ ଓଡ଼ିଶା ସରକାର ତଥା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ ନିରନ୍ତର ପ୍ରୟାସ ଚାଲିଛି। ତାଙ୍କର ସନ୍ଧାନ ପାଇଁ ଓଡ଼ିଶା ପରିବାର…

ଉପମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଆମେରିକାର କନସୁଲେଟ୍ ଜେନେରାଲ୍

ଭୁବନେଶ୍ୱର: ଆମେରିକାର କନସୁଲେଟ୍ ଜେନେରାଲ୍ ମିସ ଜେନିଫର ଲାର୍ସନ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତିା ପ୍ରାରମ୍ଭରେ ନୂତନ ସରକାର ଗଠନ ନେଇ ମିସ୍ ଲାର୍ସନ ଅଭିବାଦନ ଜଣାଇଥିଲୋ ବୈଠକରେ ଶ୍ରୀ ସିଂହଦେଓ ଓଡ଼ିଶାର ଭୌଗୋଳିକ…

ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦିନିକିଆ ନୂଆପଡା ଗସ୍ତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ପ୍ରଥମ ଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ନୂତନ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଗଠନ ହେବାପରେ ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼…

କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ…

 ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଭ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ  ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ତୋଳାଳିଙ୍କ ବୋନସ କମିଛି  ୨୦୧୯ ନିର୍ବାଚନରେ ବିଜେପିର…

ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

ଭୁବନେଶ୍ୱର, ୦୬ ଅଗଷ୍ଟ : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ।ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ…

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ

ଭୁବନେଶ୍ୱର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ କରାଯାଇଛିା ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛିା ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତିା ଅନ୍ୟ…

ଗାଈମାନଙ୍କୁ ଟୀକାକରଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ସମସ୍ତ ଏଲ୍ଏସି ତଥା କେ ନୂଆଁଗଡ଼,ଗୋବରା, ନେଟେଙ୍ଗା,କାଳିଆଗୁଡ଼ା ସମେତ ଗାଙ୍ଗପୁର ପଂଚାୟତର ଗାଙ୍ଗପୁର,ବୋରୀ,କୁମୁଣ୍ଡି,ଚଢିଆପଲ୍ଲୀ,ଗୋପନଗର ଗ୍ରାମରେ ଗାଈ ମାନଙ୍କୁ ଚର୍ମବିଣ୍ଡି ରୋଗର ପ୍ରତିଶେଧକ ଟୀକାକରଣ…