ଚିକିତ୍ସାଧୀନ ଅବସ୍ଥାରେ କାଉଡିଆ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ : ସମଗ୍ର ଅଞ୍ଚଳରେ ଶୋକର ଛାୟା l

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ଗତ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡ଼ା ହୋଇଥିବା କାଉଡ଼ିଆ ଦଳ ଉପରକୁ ଦ୍ରୁତ ଗତିରେ ଏକ କାର ଆସି ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ୨୨ ବର୍ଷୀୟା ଯୁବତୀ ଚିନ୍ମୟୀ ବେହେରାଙ୍କର…

ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଭଞ୍ଜନଗର ଥାନାରେ ମେଗା ରକ୍ତଦାନ ଶିବିର ରେ ୧୪୦ ୟୁନିଟ୍ ସଂଗ୍ରହ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ଅଗଷ୍ଟ ମାସ ୭ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ଥାନା ପରିସରରେ ଭଞ୍ଜନଗର ପୋଲିସ୍ ସମିତି ପକ୍ଷରୁ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ରେର୍କଡ ସଂଖ୍ୟକ ୧୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏମାନଙ୍କ ମଧ୍ୟରେ ୪ ଜଣ…

ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ

ରାଉରକେଲା(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ରୋଟ୍ରାକ୍ଟ ରିମ୍ ଝିମ୍ ନାୟକ, ଲିପ୍ସା ସିଂ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୧ ର ଡିଜି…

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ୱାଟକୋ କାର୍ଯ୍ୟକଳାପ ସମୀକ୍ଷା

ସୁରକ୍ଷିତ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସହିତ ସଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱ ଭୁବନେଶ୍ଵର, ୦୭/୦୮/୨୦୨୪ : ଓଡ଼ିଶା ଜଳ ନିଗମ (ୱାଟକୋ)ର କାର୍ଯ୍ୟକଳାପ ଓ ଅଗ୍ରଗତି ଆକଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଗଭୀର ସମୀକ୍ଷା…

ଚାଷରେ ବିବିଧତା ବା ଏକକାଳୀନ ଏକାଧିକ ଫସଲ ଉତ୍ପାଦନ ଦ୍ୱାରା ବିଶ୍ୱ କ୍ଷୁଧାମୁକ୍ତ ହୋଇପାରିବ: କେ ଭି

ଏମ.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଅନ୍ତର୍ଜାତୀୟ ସମ୍ମିଳନୀ "କ୍ଷୁଧାମୁକ୍ତ ବିଶ୍ୱ : ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି' ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମୁଖ୍ୟ ଅତିଥି ରୂପେ…

ସମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର, ୦୭/୦୮ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବିଶ୍ୱ ସ୍ତନ୍ୟପାନ ସପ୍ତାହ…

ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୦୬ ଅଗଷ୍ଟ : ଡାକ୍ତର ସନ୍ଦୀପନ୍ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଫର୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି (ଆଇଏସ୍‌ପିଡି) ର ଜାତୀୟ…

ପୋଲାଭରମ ପ୍ରକଳ୍ପ: ବିଜେଡିର କୁମ୍ଭକର୍ଣ୍ଣ ନିଦ୍ରା ଏବେ ଭାଙ୍ଗିଲା କାହିଁକି? ବିଜେପି

 ଓଡ଼ିଶାର ସ୍ୱାର୍ଥ ଅନୁସାରେ ପଦକ୍ଷେପ ନେବ ବିଜେପି  ୨୪ବର୍ଷ ଧରି ସରକାରରେ ରହିବା ପରେ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳବାସୀଙ୍କ ଉନ୍ନତି ପାଇଁ ବିଜେଡି କିଛି କରିନାହିଁ  ବିଜେଡିକୁ ଅଜଣା ଭୟ ଘାରିିଛି  ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ୟମ ସଫଳ ହେବ…

ବିଜେପି ପାଳିବ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା’ ଓ ବିଭାଜନ ବିଭୀଷିକା ସ୍ମୃତି ଦିବସ: ମନମୋହନ ସାମଲ

 ଅଗଷ୍ଟ ୯ ରୁ ୧୯ ପର୍ଯ୍ୟନ୍ତ ପାଳନ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ  ୯ରେ କ୍ରାନ୍ତି ଦିବସ ପାଳନ  ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା  ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’  ୧୪ ରେ ‘ବିଭାଜନ…