ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା:ବିଚାର ବିଭାଗୀୟ ତଦନ୍ତ ଦାବୀ କଲେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ…
"ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ସେମାନଙ୍କୁ ବି.ପି.ଏଲ୍. କାର୍ଡ଼ରେ ସେ ମାସର ଚାଉଳ ମିଳିନଥିବା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଲା । ନୂଆ ସରକାର ରାଜ୍ୟରେ ଆସିବା ପରେ, ବି.ପି.ଏଲ୍ କାର୍ଡ଼ ସଂଶୋଧନ ନାମରେ ବିଗତ ୩ ମାସ ହେଲା ଚାଉଳ ପ୍ରଦାନରେ କଟକଣା କରୁଥିବାରୁ ସମସ୍ତ ୬ଟି ବି.ପି.ଏଲ୍.…