ନବୀନ ନିବାସ ଲୋକାରଣ୍ୟ
ଶହ ଶହ ଛାତ୍ର, ମହିଳା, ଯୁବକ, ପଂଚାୟତ ପ୍ରତିନିଧି ଓ ଦଳୀୟ କର୍ମୀଙ୍କୁ ଭେଟିଲେ ନବୀନ ପଟ୍ଟନାୟକ
ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ.ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା…