ଦୁର୍ଘଟଣାରେ ଚାଲିଗଲା ପୁଅ: ପରିବାର ଲୋକ ବଞ୍ଚାଇଦେଲେ ଆଉ ଏକ ଜୀବନ ।

ନୟାଗଡ : ଏ ଶିକ୍ଷିତ ସମାଜରେ ଏବେବି ରହିଛି ମଣିଷ ପଣିଆ। ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ପୁଅ ସିନା ଚାଲିଗଲା ପରିବାର ଲୋକ ଚିନ୍ତା କଲେ ଅନ୍ୟ ଏକ ଜୀବନ ବଞ୍ଚାଇବା ପାଇଁ। ପୁଅ ମୁତ୍ୟୁ ପରେ ପରିବାରଲୋକ ପୁଅର ଯକୃତକୁ ଦାନ କରିଛନ୍ତି । ଏଭଳି ଘଟଣା ଘଟିଛି ନୟାଗଡ଼ ପୁରୁଣା ସହର ଅଂଚଳରେ…

ପୋଲିସ୍ ପ୍ରଶାସନର ମିଳିତ ଚଢ଼ାଉ; 18 ଲିଟର୍ ଦେଶୀମଦ ଜବତ, ଦୁଇ ଗିରଫ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ଭଞ୍ଜନଗର ଅବାକାରୀ ବିଭାଗ ଏବଂ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ବିଭିନ୍ନ ଗ୍ରାମରେ ଚୋରା ମଦ ଆଡ୍ଡା ଉପରେ ଚଢାଉ କରିଥିଲେ I ଏହି ଚଢାଉରେ ଦୁଇ ଜଣଙ୍କ ଠାରୁ ଅଠର ଲିଟର୍ ଚୋରା ଦେଶୀମଦ ଜବତ କରିବା ସହ ସେମାନଙ୍କୁ ଅବକାରୀ ଏବଂ ପୋଲିସ୍ ପକ୍ଷରୁ…

ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ଅଛି, ତାହା ପୂରଣ କରାଯିବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ…

ଚିକିଟି ମଦ ଘଟଣା ନେଇ ଏମକେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 ହିଞ୍ଜିଳିକାଟୁ ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ମନ୍ତ୍ରୀ  ଅନଶନରତ ଷ୍ଟାଫ୍ ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ଦାବି ପୂରଣ ନେଇ ଦେଲେ ଆଶ୍ୱାସନା ବ୍ରହ୍ମପୁର/ ଭୁବନେଶ୍ୱର: ଆଜି ଅପରାହ୍ନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର

 ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଂଟ’ କରୁଛନ୍ତି  କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ନେତାମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ  ରାଜ୍ୟରେ କଂଗ୍ରେସ ଦଳ ତା’ର…

ନବୀନ ନିବାସ ରେ ଅଲିମ୍ପିକ ବିଜୟୀ ଭାରତୀୟ ହକି ଦଳ: ଓଡିଶା ବାସୀଙ୍କ ସମର୍ଥନ ହିଁ ଆମକୁ ପ୍ରେରଣା ଓ ଶକ୍ତି ଯୋଗାଇଛି.

ଦେଶ ର ଗୌରବ କୁ ଆହୁରି ଉଚ୍ଚ କୁ ନେବା ପାଇଁ ଖେଳାଳୀ ଙ୍କୁ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ. ଆଗାମୀ ଅଲମ୍ପିକ ରେ ଓଡିଶା ତଥା ଭାରତ ହକି ରେ ସୁନା ପଦକ ଆଶା ରଖିଛନ୍ତି.ନବୀନ ପଟ୍ଟନାୟକ ଓଡିଶା ର ସହଯୋଗ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରିପାଇଛି. ଖେଳାଳୀ…

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରାପଡା ଜିଲ୍ଲାପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଲିଲିତା ଦାସ ଓ ଜିଲ୍ଲାପରିଷଦ ସଦସ୍ୟ । ମୁଁ ଆପଣ ମାନଙ୍କ ସାଥିରେ ଅଛି, ଲୋକଙ୍କ ପାଇଁ ଭଲ କାମ ଜାରି ରଖନ୍ତୁ – ନବୀନ ପଟ୍ଟନାୟକ ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା…

ପାଇଲିପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ଏନେଇ ସଂମ୍ପୃକ୍ତ ପଂଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ…

ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…

ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର :ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…