ପୁଞ୍ଜିନିବେଶ ନାଁରେ 19.84 ଲକ୍ଷ ଟଙ୍କା ଠକେଇ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

  କଟକ,:ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ 19 ଲକ୍ଷ 84 ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୩ଟି ଠକେଇ ଅଭିଯୋଗ…

ସମ୍ବିଧାନ ଦିବସ ପାଳନ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

 ଗାଇସିଲେଟ - ଆଜି ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ଠାରେ ରାଜବୋଡା ସମ୍ବର କୃଷକ ସଂଗଠନ ଓ ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ବ୍ଲକ ତରଫରୁ ସମ୍ବିଧାନ ଦିବସ ପାଳନ କରାଯଇଥିଲା l ପ୍ରଥମେ ଡ଼ଃ ଆମ୍ବେଦକର ଙ୍କ ଫୋଟୋ ରେ ପୁଷ୍ପ ମାଲ୍ୟ ଓ ଦୀପ ଜାଳି ପୂଜା କରାଯାଇଥିଲା l ଆମ ଗଣତାନ୍ତ୍ରିକ…

ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ରେ ଚାଷୀ ସଚେତନତା ଶିବିର

ବେଲଗୁଣ୍ଠା - (ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ସଭାପତି ଚିନମ ସନ୍ତୋଷ କୁମାର ସୁବୁଦ୍ଧି ଙ୍କ ସଭାପତିତ୍ବ ରେ ସରକାର ଙ୍କ ଦ୍ବାରା ଖୋଲା ଯାଇଥିବା ଧାନ ମଣ୍ଡି ର କିପରି ସଫଳ ରୂପାୟନ ହୋଇ ପାରିବ ତାହା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ…

ଧାନକ୍ଷେତରୁ ଯୁବକଙ୍କ ଅଜଣା ଶବ ଉଦ୍ଧାର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିକଟସ୍ଥ ଏକ ଧାନ ବିଲରୁ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଆଜି ମଙ୍ଗଳପୁର ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଲୋକେ ଦେଖିବା ପରେ ଖବର…

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର

ନବରଙ୍ଗପୁର ତା ୨୬ / ୧୧/୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ…

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ ପାକ୍ଷିକ ର ଦ୍ଵିତୀୟ ଦିନ

 ନବରଙ୍ଗପୁର :ଅଶୋକ ସାହୁ, ଶାସକ ପ୍ରଶାସକ:  ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୟନ୍ତୀ ନଗର ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଲିଙ୍ଗ ସମ୍ବେଦନଶୀଳ ଉପରେ ଆଲୋଚନା…

ଭାରତ ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ

 ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟରେ ଭାରତ ସରକାର ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ପାନୀୟ ଜଳ ପ୍ୟାକେଜ୍ ବିଷୟ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ ୭୦ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ ।ବିଦ୍ୟାଳୟ ର ଭାରପ୍ରାପ୍ତ…

ଅଭିଯୁକ୍ତ କୁ ଫାସୀ ତଥା ପିଡିତାକୁ ନ୍ୟାୟ ଦାବିରେ ଦାବିପତ୍ର ପ୍ରଦାନ ।

https://youtu.be/Dg8n8QMeCpo ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଟେମରୀ ଅଂଚଳରେ ଜଣେ ପାଂଚ ବର୍ଷିୀୟ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ତାକୁ ନୃସଂଶ ଭାବରେ ହତ୍ୟା କରିଥିଲା । ପୋଲସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଥିଲା । ହେଲେ ବର୍ତମାନ ଟେମରୀ…

ବିଜେପୁର ଠାରେ ଜ଼ିଲ୍ଲାସ୍ତରୀୟ ୟୁନିଅର ରେଡ଼କ୍ରସ ଶିବିର ଉଦଘାଟିତ

 ବିଜେପୁର (ସୁଶାନ୍ତ ସାହୁ )ବରଗଡ଼ ଜିଲ୍ଲା ବିଜେପୁର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା  ଶିକ୍ଷାଧିକାରୀ ତଥା ଜୁନିୟର ରେଡକ୍ରସ ସୋଶାଇଟି ଅଧ୍ଯକ୍ଷ ରାଧାକାନ୍ତି ଛତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କୋ ୟୁନିଟ୍ ତରଫରୁ ଜାତୀୟ ସମ୍ବିଧାନ ଦିବସ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ୍ଏସ୍ଏସ୍ କୋ ୟୁନିଟ୍ ତରଫରୁ ଜାତୀୟ ସମ୍ବିଧାନ ଦିବସ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜନିତୀ…